ଭୁବନେଶ୍ବର: ସଟଡାଉନ ଓ ରାତି କର୍ଫ୍ୟୁ ନିର୍ଦେଶାବଳୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ରାସ୍ତା ପାର୍ଶ୍ବରେ ଥିବା ଢ଼ାବା ଖୋଲା ରହିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ଧାନ, ତୈଳ ବୀଜ, ବାଦାମ କିଣା ଚାଲୁ ରହିବ। ଚାଉଳ ବଣ୍ଟନ ବି ଜାରି ରହିବ ବୋଲି ପ୍ରକାଶ ପାଇଛି ବିଜ୍ଞପ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ