ETV Bharat / city

ରାଜଧାନୀର ରିୟଲ ହିରୋ: ଗୋ-ସେବାରେ ସମର୍ପିତ ଯୁବପିଢିଙ୍କ ଜୀବନ - The real hero of bhubaneswar

ଫୁଟ୍‌ପାଥ୍‌ରେ ଆଘାତପ୍ରାପ୍ତ, ଅସୁସ୍ଥ ଗାଈ, ବଳଦ ଓ ଷଣ୍ଢଙ୍କ ସେବା ଶୁଶ୍ରୁଷା ପାଇଁ ଏମାନେ ନିଜ ଜୀବନଙ୍କୁ ସମର୍ପିତ କରିଛନ୍ତି । ଏମାନେ ହେଲେ ସେବାରୂପ କର୍ତ୍ତବ୍ୟରେ ଉଦାହରଣ ସୃଷ୍ଟି କରିଥିବା ରାଜଧାନୀର ଯୁବପିଢି ।

ଡିଜାଇନ ଫଟୋ
author img

By

Published : Aug 13, 2019, 9:34 AM IST

ଭୁବନେଶ୍ବର: ଯେଉଁଠି ମଣିଷ ଆପଣାକୁ ଦେଖେ ନାହିଁ ସେହି ଅତି ଆଧୁନିକ ସହରରେ ରହି ବି ଏମାନଙ୍କ ହୃଦୟ କାନ୍ଦୁଥାଏ । ଫୁଟ୍‌ପାଥ୍‌ରେ ଆଘାତପ୍ରାପ୍ତ, ଅସୁସ୍ଥ ଗାଈ, ବଳଦ ଓ ଷଣ୍ଢଙ୍କ ସେବା ଶୁଶ୍ରୁଷା ପାଇଁ ଏମାନେ ନିଜ ଜୀବନଙ୍କୁ ସମର୍ପିତ କରିଛନ୍ତି । ଏମାନେ ହେଲେ ସ୍ମାର୍ଟ ସିଟିର ସେବାରୂପ କର୍ତ୍ତବ୍ୟରେ ଉଦାହରଣ ସୃଷ୍ଟି କରିଥିବା ଆଜିର ଯୁବପିଢି । ଏଭଳି କିଛି ବିରଳ ବ୍ୟକ୍ତିତ୍ବଙ୍କୁ ଭେଟିଛି ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏମାନେ ସମସ୍ତିଙ୍କଠୁଁ ଅଲଗା । ଗାଈ ଓ ବାଛୁରୀରଙ୍କ କ୍ଷତକୁ ନିଜ ହାତରେ ସଫା କରି ଔଷଧ ପକାନ୍ତି । ନିଜ ପ୍ରିୟ ମଣିଷ ପରି ଭାବି ନିଅନ୍ତି ବୁଲା ଗାଈ ଗୋରୁଙ୍କୁ । ଆଉ ଏଥି ପାଇଁ ନିଜସ୍ବ ପ୍ରଚେଷ୍ଟାରେ ତିଆରି କରିଛନ୍ତି ଗୋ-ଶାଳା । ଏହି ଗୋ -ସେବା କେନ୍ଦ୍ରରେ ଅସୁସ୍ଥ ଓ ଦୁର୍ଘଟଣାରେ ଆହତଙ୍କ ସେବା କରିବା ସହ ସମୂର୍ଣ୍ଣ ସୁସ୍ଥ ହେବା ଯାଏଁ ।

ବର୍ଷ ସାରା ଏମାନେ ଗୋ-ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଏମାନଙ୍କ ଭିତରୁ କିଏ ସଫଳ ବ୍ୟବସାୟୀ ତ ଆଉ କିଏ ଇଂଜିନିୟର ହେଲେ ଗୋ-ସେବାରେ ସଂମ୍ପୂର୍ଣ୍ଣ ସମର୍ପିତ । ଗୋ-ମାତାଙ୍କ ପାଇଁ ଉତ୍ସର୍ଗୀକୃତ ସେମାନଙ୍କ ସମୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.