ETV Bharat / city

ବମିଖାଲରେ ବିଶୋଧନ ପ୍ରକ୍ରିୟା ଜୋରଦାର

author img

By

Published : Apr 6, 2020, 1:03 PM IST

ଓଡ଼ିଶାରେ ବମିଖାଲ ସାଜିଛି କରୋନା ଭାଇରସ ସଂକ୍ରମଣର ଏପିକ ସେଣ୍ଟର । ଗତ କିଛି ଦିନ ଭିତରେ ଭୁବନେଶ୍ବରରୁ 19ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରର ଏକ ପ୍ରକାର ନିଦ ହଜିଯାଇଛି । ଗତ 3 ତାରିଖ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରାଯାଇଥିବା ବେଳେ ଏହି ଅଞ୍ଚଳର ପ୍ରତ୍ୟେକ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି। ଅଧିକ ପଢନ୍ତୁ...

The process of purification has intensified in Bamikhal
ବମୀଖାଲରେ ଜୋରଦାର ହେଲା ବିଶୋଧନ ପ୍ରକ୍ରିୟା

ଭୁବନେଶ୍ବର: ଓଡ଼ିଶାରେ ବମିଖାଲ ସାଜିଛି କରୋନା ଭାଇରସ ସଂକ୍ରମଣର ଏପିକ ସେଣ୍ଟର । ତେବେ ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ନେଇ ଏବେ ଚିନ୍ତାରେ ରାଜଧାନୀବାସୀ । ଗତ କିଛି ଦିନ ଭିତରେ ଭୁବନେଶ୍ବରରୁ 19ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରର ଏକ ପ୍ରକାର ନିଦ ହଜିଯାଇଛି । ତେବେ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି ।

ବମିଖାଲରେ ଜୋରଦାର ହେଲା ବିଶୋଧନ ପ୍ରକ୍ରିୟା

ଗତ 3 ତାରିଖ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରାଯାଇଥିବା ବେଳେ ଏହି ଅଞ୍ଚଳର ପ୍ରତେକ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି। ଏହା ସହ ଏହି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ନିର୍ଦ୍ଦେଶରେ ପ୍ରତେକ ଦିନ ଦୁଇ ଦୁଇ ଥର ବିଶୋଧନ ସ୍ପ୍ରେ କରାଯାଉଥିବା ଜଣାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ସିଲ ଅଞ୍ଚଳର ଗଳିକନ୍ଦି ସବୁଆଡେ ଏହି ସ୍ପ୍ରେ କରାଯାଉଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.