ETV Bharat / city

ରାଜ୍ୟରେ ପଜେଟିଭ ହାର କମିଛି କିନ୍ତୁ ବିପଦ ଟଳିନି: ସ୍ବାସ୍ଥ୍ୟ ବିଶେଷଜ୍ଞ - ରାଜ୍ୟରେ ପଜେଟିଭ ହାର କମିଛି

ବର୍ତ୍ତମାନ ଆମେ ପିକ ପାସ କରି ସାରିଛୁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଟେଷ୍ଟ ବଢିଥିଲେ ବି ପଜେଟିଭ ରେଟ କମିଛି ବୋଲି ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ଅଧିକ ପଢନ୍ତୁ...

ରାଜ୍ୟରେ ପଜେଟିଭ ହାର କମିଛି କିନ୍ତୁ ବିପଦ ଟଳିନି

author img

By

Published : May 30, 2021, 7:42 PM IST

ଭୁବନେଶ୍ବର: ବର୍ତ୍ତମାନ ଆମେ ପିକ ପାସ କରିସାରିଛୁ । କେବଳ ଟେଷ୍ଟିଂ ବଢ଼ୁଛି ବୋଲି ପଜେଟିଭ କେସ ବଢୁଛି । ପଜିଟିଭ ହାର 14.4କୁ ଖସିଛି । ବାତ୍ୟା ପାଇଁ ଟେଷ୍ଟ କମ ହୋଇଥିବାରୁ ପଜିଟିଭ କମ ଆସିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଟେଷ୍ଟ ବଢିଥିଲେ ବି ପଜେଟିଭ ରେଟ କମିଛି ବୋଲି ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।

ରାଜ୍ୟରେ ପଜେଟିଭ ହାର କମିଛି କିନ୍ତୁ ବିପଦ ଟଳିନି

ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ୩ ପ୍ରତିଶତ ଥାଇ ବି ଆହୁରି ସପ୍ତାହେ ସରକାର କଟକଣା ଜାରି ରଖିଛନ୍ତି । ବର୍ତ୍ତମାନ ସ୍ଥିତିରେ ଅଧିକ ଗହଳି, ବନ୍ଦ କୋଠରୀରେ କାର୍ଯ୍ୟକ୍ରମ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ପଡିବ ।

ଦିନକୁ ଦିନ ନୂଆ ମ୍ୟୁଟାଣ୍ଟ ଆସୁଛି । ଯାହାକି ଅଧିକ ଘାତକ ହେବାର ସମ୍ଭାବନା ରହୁଛି । ଏପରି ସ୍ଥଳେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରିବାକୁ ପଡିବ । ଲକଡାଉନ ଖୋଲିଦେଲେ ପଜିଟିଭ ସଂଖ୍ୟା ବଢିଯିବ । ଅତି କମରେ ଦୁଇ ସପ୍ତାହ ଲାକଡାଉନ କରି ସ୍ଥିତି ଦେଖି ସରକାର ବିଚାର କରିବା ଉଚିତ । ପଜେଟିଭ ରେଟ କମିଛି କିନ୍ତୁ ଏତେ କମିନି ଯେ ଲକଡାଉନ ଉଠିଯିବା ଭଳି ସ୍ଥିତି ହୋଇଛି ବୋଲି ନିରଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.