ETV Bharat / city

ରାଜ୍ୟରେ 21 ହଜାର ଟପିଲା କୋରୋନା ଆରୋଗ୍ୟ ସଂଖ୍ୟା - Covid-19

ଶନିବାର ରାଜ୍ୟରେ ଆଉ 756 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟ ସଂଖ୍ୟା 21 ହଜାର ଟପିଛି ।

The number of Covid-19 recover cases cross 21,000 in the state
ରାଜ୍ୟରେ 21 ହଜାର ଟପିଲା କୋରୋନା ଆରୋଗ୍ୟ ସଂଖ୍ୟା
author img

By

Published : Aug 2, 2020, 4:35 AM IST

ଭୁବନେଶ୍ବର: ଶନିବାର ରାଜ୍ୟରେ ଆଉ 756 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟ ସଂଖ୍ୟା 21 ହଜାର ଟପିଛି । ଏହା ରାଜ୍ୟ ପାଇଁ ଏକ ଆଶ୍ବସ୍ଥିକର ଖବର ହୋଇଛି ।

26 ଟି ଜିଲ୍ଲାରୁ 756 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସଂଖ୍ୟା ମଧ୍ୟରେ ଗଞ୍ଜାମରୁ 139ଜଣ ରହିଛନ୍ତି । ଖୋର୍ଦ୍ଧାରେ 162, କଟକରେ 78, ସୁନ୍ଦରଗଡରେ 58, ଗଜପତି ରେ 49, ଭଦ୍ରକରେ 33, କେନ୍ଦୁଝରରେ 31, ପୁରୀରେ 28, ନୟାଗଡରେ 22, ରାୟଗଡାରେ 20, ବାଲେଶ୍ବରରେ 19, କୋରାପୁଟରେ 18, ମାଲକାନଗିରିରେ 16, ନବରଙ୍ଗପୁରରେ 13, କନ୍ଧମାଳରେ 10 ସମ୍ବଲପୁରରେ 10, ଯାଜପୁର ଓ କେନ୍ଦ୍ରାପଡାରେ 9 ଜଣ, ଜଗତସିଂହପୁରରେ 8, ବରଗଡରେ 7, ଢେଙ୍କାନାଳ ଓ ଝାରସୁଗୁଡାରେ 6 ଜଣ, ବଲାଙ୍ଗୀର ଓ କଳାହାଣ୍ଡିରେ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରେ ଜଣେ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 21273 ରେ ପହଞ୍ଚିଛି ।

ତେବେ ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.