ETV Bharat / city

କେଉଁ ବିଭାଗର ଅଧିକାରୀ ଅଫିସ ଆସିବେ, କେଉଁମାନେ ଆସିବେନି ପଢନ୍ତୁ - The government has imposed a curfew on officials

କୋରୋନା ପାଇଁ ସରକାର ସମସ୍ତ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ ଆସିବା ଉପରେ ସରକାର ଲାଗୁ କରିଛନ୍ତି କଟକଣା । ଅଧିକ ପଢନ୍ତୁ....

The government has imposed a curfew on officials from all departments for Corona,
ଅଧିକାରୀଙ୍କ କାର୍ଯ୍ୟାଳୟ ଆସିବା ଉପରେ ସରକାର ଲାଗୁ କରିଛନ୍ତି କଟକଣା
author img

By

Published : Mar 22, 2020, 5:56 PM IST

ଭୁବନେଶ୍ବର: କୋରୋନା ପାଇଁ ସରକାର ସମସ୍ତ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ ଆସିବା ଉପରେ କଟକଣା ଲାଗୁ କରିଛନ୍ତି ସରକାର । କେଉଁ ବିଭାଗର ଅଧିକାରୀ କାର୍ଯ୍ୟାଳୟ ଯିବା ଆବଶ୍ୟକ କି ନାହିଁ ସେ ନେଇ ସ୍ପଷ୍ଟ କରିଛନ୍ତି ସରକାର । ମୋଟ 3ଟି କାଟେଗୋରୀରେ ସମସ୍ତ ବିଭାଗକୁ ବିଭକ୍ତ କରାଯାଇଛି । ସେଗୁଡିକ ହେଲା କ୍ରିଟିକାଲ, ଆଂଶିକ କ୍ରିଟିକାଲ, ନନ କ୍ରିଟିକାଲ ।

The government has imposed a curfew on officials from all departments for Corona,
ଅଧିକାରୀଙ୍କ କାର୍ଯ୍ୟାଳୟ ଆସିବା ଉପରେ ସରକାର ଲାଗୁ କରିଛନ୍ତି କଟକଣା

ଖାଦ୍ୟ,ସାଧାରଣ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓସଡାମା କ୍ରିଟିକାଲ୍ ବିଭାଗ ଅଧିନରେ ଆସୁଛି । ଏହି ସବୁ ବିଭାଗର ସମସ୍ତ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବା ବାଧ୍ୟତା ମୂଳକ । ସମ୍ପୃକ୍ତ ବିଭାଗ ଅଧୀନରେ ରହୁଥିବା ନିର୍ଦ୍ଦେଶାଳୟ, ଏଜେନ୍ସି, ପିଏସୟୁ ଗୁଡ଼ିକ ସମ୍ପର୍କରେ ସଚିବ ଯାହା ନିଷ୍ପତ୍ତି ନେବେ । ସେହିପରି ବାଣିଜ୍ୟ ଏବଂ ପରିବହନ, ଇଲେକଟ୍ରୋନିକ୍ସ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ, ଏସସି ଏବଂ ଏସଟି ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଗୁଡିକ ଆଶିଂକ କ୍ରିଟିକାଲରେ ଆସୁଛି । ଏହି ବିଭାଗ ଗୁଡିକର ଦାୟିତ୍ବରେ ଥିବା ଅଧିକାରୀ ଏବଂ ସହଯୋଗୀମାନେ ଅଫିସ ଆସିବେ । ତେବେ ଏହି ବିଭାଗ ଗୁଡିକରେ କେଉଁମାନେ ଅଫିସ ଆସିବେ ତାହା ସଚିବ ସ୍ଥିର କରିବେ ।

ଅନ୍ୟପଟେ, କୃଷି, ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁପାଳନ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ,ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ, ଏମଏସଏମଇ, ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସମନ୍ବୟ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଏବଂ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଏବଂ କାରିଗରୀ କୌଶଳ, ବୈଷୟିକ ଶିକ୍ଷା,କ୍ରୀଡ଼ା ଏବଂ ଯୁବସେବା,ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳସମ୍ପଦ ବିଭାଗ ଗୁଡିକ ନନ୍ କ୍ରିଟିକାଲରେ ଆସୁଛି । ଏହି ସବୁ ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟ ଆସିବେନି । କେବଳ ଦାୟିତ୍ବରେ ଥିବା କାର୍ଯ୍ୟ ଗୁଡିକ ମନିଟର କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.