ETV Bharat / city

ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ - tender process

ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ। ଏନେଇ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହାସହ ୫କୋଟିରୁ ଅଧିକ ଟଙ୍କାର ଟେଣ୍ଡର କାମ ଥିଲେ ଆବଶ୍ୟକ ପଡିବ ଅର୍ଥ ବିଭାଗର ଅନୁମତି।

ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ

author img

By

Published : Aug 21, 2020, 12:11 PM IST

ଭୁବନେଶ୍ବର: ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ। ଏନେଇ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ୨ବର୍ଷ ଭିତରେ କୌଣସି ସର୍କିଟ ହାଉସ ଗେଷ୍ଟ ହାଉସ ଓ ସରକାରୀ ଘର ଉପରେ କଟକଣା ଜାରି କରିଛନ୍ତି ।

ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ
ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ

ଏହାସହ ୫କୋଟିରୁ ଅଧିକ ଟଙ୍କାର ଟେଣ୍ଡର କାମ ଥିଲେ, ଅର୍ଥ ବିଭାଗର ଅନୁମତି ଆବଶ୍ୟକ ପଡିବ। ଯେପର୍ଯ୍ୟନ୍ତ ଅର୍ଥ ବିଭାଗର ଅନୁମତି ମିଳିବନାହିଁ ସେପର୍ଯ୍ୟନ୍ତ ଟେଣ୍ଡର ହୋଇପାରିବ ନାହିଁ ।କୋରୋନା ମହାମାରୀ ସମୟରେ ଅର୍ଥନୈତିକ ସଂକଟ ଦେଖାଦେଇଥିବାରୁ ଏପରି କଟକଣା ଜାରି କରିଛି ବିଭାଗ । ପୂର୍ବରୁ ବିଭିନ୍ନ ସରକାରୀ ଖର୍ଚ୍ଚ କାଟ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

ତେବେ ବିକାଶ ମୂଳକ କାର୍ଯ୍ୟ ଚାଲୁରହିଛି ତାହା ଜାରି ରହିବ। ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଯଦି ଥିଲେ କାର୍ଯ୍ୟ କରିପାରିବେ । ଏପରିକି ଟେଣ୍ଡର ହୋଇଥିବା ପ୍ରକଳ୍ପ ଗୁଡିକ ଯଦି ଅତନ୍ତ୍ୟ ଜରୁରୀ ନଥାଏ ତାହାଲେ ତାକୁ କ୍ୟାନସେଲ କରିଦିଆଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.