ETV Bharat / city

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କୋରୋନା ଟୀକା ! - ଓଡ଼ିଶାରେ ପହଞ୍ଚିବ କୋରୋନା ଟୀକା

ରାଜ୍ୟରେ ଖୁବ ଶୀଘ୍ର କୋରୋନା ଟୀକାକରଣ ହେବ । ଯାହାକି ଫେବୃଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟୀକା ଓଡିଶାରେ ପହଞ୍ଚିବା ନେଇ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢନ୍ତୁ...

ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କୋରୋନା ଟୀକା !

author img

By

Published : Jan 8, 2021, 4:48 PM IST

Updated : Jan 8, 2021, 5:00 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣର ଡ୍ରାୟ ରନ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ହେଉଥିବା ବେଳେ ଏଥର କିନ୍ତୁ ଜିଲ୍ଲାରେ 3ଟି ସ୍ଥାନ ଯଥା CHC ରେ ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ CHC, PHC ଓ ମେଡ଼ିକାଲ କଲେଜ ମାନଙ୍କରେ କରାଯାଉଛି ।

ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କୋରୋନା ଟୀକା !

ତେଣୁ ଏଥିରୁ ଅନୁମାନ କରାଯାଉଛି କି ଖୁବ ଶୀଘ୍ର କୋରୋନା ଟୀକାକରଣ ହେବ । ଯାହାକି ଫେବୃଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟୀକା ଓଡିଶାରେ ପହଞ୍ଚିବା ନେଇ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 8, 2021, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.