ETV Bharat / city

ବିଧାନସଭାରେ ‘ପରୀ’ ପ୍ରସଙ୍ଗ, ମନ୍ତ୍ରୀଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦାବି କରିଛି । ଅଧିକ ପଢନ୍ତୁ...

ଅରୁଣଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Nov 26, 2020, 2:00 PM IST

ଭୁବନେଶ୍ବର: ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦାବି କରିଛି । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି ଯେ ହାଇକୋର୍ଟ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରାଯାଉ ।

ଅରୁଣଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ମନ୍ତ୍ରୀ ରହିଲେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି ତେଣୁ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରାଯାଉ ବୋଲି ତାରାପ୍ରସାଦ ବାହୀନପତି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.