ETV Bharat / city

18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା କମିଟି

18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା ଏକ କମିଟି। ଏହି କମିଟି ଅଧ୍ୟକ୍ଷତା କରିବେ ରାଜ୍ୟ ସ୍ୱାସ୍ଥ୍ୟ ବିଭଗାର ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ । ଅଧିକ ପଢନ୍ତୁ...

18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା କମିଟି
18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା କମିଟି
author img

By

Published : May 16, 2021, 10:46 PM IST

ଭୁବନେଶ୍ବର : 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଗଠନ ହେଲା ଏକ କମିଟି। ଏହି କମିଟି ଅଧ୍ୟକ୍ଷତା କରିବେ ରାଜ୍ୟ ସ୍ୱାସ୍ଥ୍ୟ ବିଭଗାର ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ । 18 ବର୍ଷ ରୁ 44 ବର୍ଷ ବୟସ୍କ ଲୋକଙ୍କୁ ଟିକାକରଣର ତଦାରଖ କରିବ ଏହି କମିଟି।

ଏହି କମିଟିରେ ରହିଛନ୍ତି ଡ଼ଃ ଶ୍ରୀନଥ ରେଡ୍ଡୀ ଉପଦେଷ୍ଟା ରାଜ୍ୟ ସ୍ୱାସ୍ଥ୍ୟ ବିଭଗ, ବାଙ୍ଗାଲୋର ର ଡ଼ଃ ଦେଵ ସେଠୀ, ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ନିର୍ଦେଶକ ରମାକାନ୍ତ ପଣ୍ଡା, କିଟ ବିଶ୍ୱବିଦ୍ୟାଳୟର ଡ଼ଃ ସୁବ୍ରତ ଆଚାର୍ଯ୍ୟ।ଆଇସିଏମଆରର ଜେନେରାଲ ଡ଼ାଇରେକ୍ଟର ଡ଼ଃ ଲଳିତ କାନ୍ତ , ଡିଏମଇଟି ସିବିକେ ମହାନ୍ତି, ଏସସିବି ମେଡିକାଲ କଲେଜର ଡିନ ପ୍ରଫେସର ଭୂତେଶ୍ୱର ହୋତା, ଏସିବି ମେଡିକାଲ ର ଫୁସଫୁସ ଡ଼ଃ ଏମ ଆର ପଟ୍ଟନାୟକ, ଇ ଭେଙ୍କେଟ ରାଓ, ଆର ଏମ ଆର ସି ନିର୍ଦେଶୀକା ଡ଼ଃ ସଂଘମିତ୍ର ପତି, ଏବଂ ଆଇ ଏଲ ଏସ ର ନିର୍ଦେଶକ ଅଜୟ ଅରିଡା ଆଦି ଏହି କମିଟି ରେ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.