ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି, ପ୍ରବାସୀଙ୍କ ପାଇଁ ଲାଗୁ କର SOP - ମୁଖ୍ୟମନ୍ତ୍ରୀଙ୍କ ଦାବି

ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ମାଧ୍ୟମରେ ଆଲୋଚନାରେ ସାମିଲ ହୋଇଛନ୍ତି ନବୀନ ପଟ୍ଟନାୟକ । ଫଶିଥିବା ଲୋକଙ୍କ ପାଇଁ ଏକ SOP ପାଇଁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

prime-minister-sop-for-immigrants
prime-minister-sop-for-immigrants
author img

By

Published : Apr 27, 2020, 4:57 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଲେ ତିନି ଦାବି। ଫଶିଥିବା ଶ୍ରମିକଙ୍କ ଯତ୍ନ ସଂପୃକ୍ତ ରାଜ୍ୟ ନିଅନ୍ତୁ। ସେମାନଙ୍କ ସମସ୍ୟା ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ନବୀନ।

ବିଭିନ୍ନ ରାଜ୍ୟରେ ଫଶିଥିବା ଲୋକଙ୍କ ପାଇଁ ଏକ SOP କେନ୍ଦ୍ର ଜାରି କରୁ। ଛାତ୍ରଛାତ୍ରୀ, ଶ୍ରମିକ, ତୀର୍ଥଯାତ୍ରୀ, ବୃତ୍ତିଧାରୀଙ୍କୁ ଆଣିବା ପାଇଁ ଏହା ସହାୟକ ହେବ। ସେମାନଙ୍କ ଯାତ୍ରା ସୁଗମ ହେବ। କୌଣସି ପ୍ରତିବନ୍ଧକ ଆସିବ ନାହିଁ। ସେହିପରି ଅଧିକରୁ ଅଧିକ କୋଭିଡ 19 ଟେଷ୍ଟିଙ୍ଗ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.