ଭୁବନେଶ୍ବର: କୋରୋନା ଯେଉଁଭଳି ଭାବରେ ଆତଙ୍କ ଖେଳାଉଛି ତାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛି । କେନ୍ଦ୍ରୀୟ ବିଜେପି ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆହ୍ବାନକ୍ରମେ ଏଭଳି ନିଷ୍ପତ୍ତି ନେଇଛି ଦଳ । ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବୁଥ, ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତିଙ୍କୁ ଏଭଳି ଅପିଲ କରିଛନ୍ତି ସଭାପତି। ଏଥିସହ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ