ETV Bharat / city

ପରୀକ୍ଷାରେ ସଫଳତା ହାର ବଢାଇବା ପାଇଁ ଶିକ୍ଷକ ନେବେ ଅନଲାଇନ ତାଲିମ - Teachers will take online training to increase the success rate of the exam

ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଶିକ୍ଷକମାନଙ୍କୁ ଅନଲାଇନ ମାଧ୍ୟମରେ ତାଲିମ ଦିଆଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଶିକ୍ଷକ ନେବେ ଅନଲାଇନ ତାଲିମ

author img

By

Published : Aug 2, 2020, 3:38 PM IST

ଭୁବନେଶ୍ବର: ଏଣିକି ଶିକ୍ଷକ ପଢିବେ ଅନଲାଇନ ପାଠ । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ଶିକ୍ଷକ ହେବେ ଟେକ୍ନୋ ସାଭି । ଏନେଇ ବିଭାଗ ପକ୍ଷରୁ ଅଗଷ୍ଟ ୪ରୁ ତାଲିମ ଦିଆଯିବ । ୫ ଦିନ ଧରି ଦିଆଯିବ ଏହି ଅନଲାଇନ୍ ତାଲିମ । ୧୦୧ଟି ଉତ୍କର୍ଷ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କଲେଜ ଅଧ୍ୟାପକମାନେ ତାଲିମ ନେବେ ।

ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଶିକ୍ଷକ ନେବେ ଅନଲାଇନ ତାଲିମ
ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଶିକ୍ଷକ ନେବେ ଅନଲାଇନ ତାଲିମ

ସବୁ ଜିଲ୍ଲାରୁ ଗୋଟିଏ ଲେଖାଏଁ +୨ କଲେଜ ଅଧ୍ୟାପକଙ୍କୁ ତାଲିମ ଦିଆଯିବ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିଭଳି ଫଳ ଶୂନ୍ୟ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଥା ହେବେ । ୨ ଦିନ ଭିତରେ +୨ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ସମୀର ଦାଶ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.