ETV Bharat / city

ବିଏସଏଫ ଯବାନଙ୍କ ସଫେଇ ଅଭିଯାନ

author img

By

Published : Dec 14, 2019, 12:58 PM IST

ସୁରକ୍ଷା ନୁହେଁ ସ୍ବଚ୍ଛତା ପାଇଁ ବନ୍ଧୁକ ବଦଳରେ ଝାଡୁ ଧରି ବାହାରିପଡିଛନ୍ତି ବିଏସଏଫ ଯବାନ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଖଣ୍ଡଗିରିରେ । ଅଧିକ ଖବର ପଢନ୍ତୁ...

ବିଏସଏଫ ଯବାନଙ୍କ ସଫେଇ ଅଭିଯାନ
ବିଏସଏଫ ଯବାନଙ୍କ ସଫେଇ ଅଭିଯାନ

ଭୁବନେଶ୍ବର: ସୁରକ୍ଷା ନୁହେଁ ସ୍ବଚ୍ଛତା ପାଇଁ ବନ୍ଧୁକ ବଦଳରେ ଝାଡୁ ଧରି ବାହାରିପଡିଛନ୍ତି ବିଏସଏଫ ଯବାନ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଖଣ୍ଡଗିରିରେ । ପର୍ଯ୍ୟଟନ ସ୍ଥଳୀକୁ ସର୍ବଦା ସଫାସୁତୁରା କରିବା ବାର୍ତ୍ତା ନେଇ ଯବାନ ମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେପଟେ ସେଠାରେ ଥିବା ପର୍ଯ୍ୟଟକ ଏମିତି ଏକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ବିଏସଏଫ ଯବାନଙ୍କ ସଫେଇ ଅଭିଯାନ

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.