ETV Bharat / city

ସୁରଥ ବିଶ୍ଵାଳ ହେଲେ ଓବିସି ମୋର୍ଚ୍ଚା ସଭାପତି

author img

By

Published : Jun 14, 2021, 10:08 PM IST

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶ୍ବାଳଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ସୁରଥ ବିଶ୍ଵାଳ ହେଲେ ଓବିସି ମୋର୍ଚ୍ଚା ସଭାପତି
ସୁରଥ ବିଶ୍ଵାଳ ହେଲେ ଓବିସି ମୋର୍ଚ୍ଚା ସଭାପତି

ଭୁବନେଶ୍ବର: ରାଜ୍ୟ ବିଜେପିରେ ଦାୟିତ୍ବରେ ଅଦଳବଦଳ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶ୍ବାଳଙ୍କୁ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଛି ।

ସୁରଥ ବିଶ୍ଵାଳ ହେଲେ ଓବିସି ମୋର୍ଚ୍ଚା ସଭାପତି
ସୁରଥ ବିଶ୍ଵାଳ ହେଲେ ଓବିସି ମୋର୍ଚ୍ଚା ସଭାପତି

ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଅଛି । ଏନେଇ ବିଜେପି ପକ୍ଷରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.