ETV Bharat / city

ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସୁର

author img

By

Published : May 5, 2021, 5:33 PM IST

ଲକଡାଉନ ଯୋଗୁଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା କରିଛନ୍ତି । ଅଧିକ ପଢନ୍ତୁ...

ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସୁର
ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସୁର

ଭୁବନେଶ୍ବର: ଜଟଣୀ ସ୍ଥିତ ଜମି କ୍ଷତିଗ୍ରସ୍ତ ଜନମଞ୍ଚ ତରଫରୁ ମେ 19ରେ ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଲକଡାଉନ ଯୋଗୁଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା କରିଛନ୍ତି ।

ଜମି ଫେରସ୍ତ ପାଇଁ ଏକ କମିଟି ଗଠନ ହୋଇ ରିପୋର୍ଟ ଦିଆଯାଇଛି । ମଙ୍ଗଳବାର ଏନେଇ ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । 3 ରୁ 5 ମାସ ଭିତରେ ଜମି ଫେରସ୍ତ ପାଇଁ ସରକାର ପ୍ରତିଶୃତି ଦେଇଥିବା କହିଛନ୍ତି ସୁରେଶ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.