ETV Bharat / city

ଜଟଣୀ ଜମି ବିବାଦର ସମାଧାନ ପ୍ରକ୍ରିୟା ଆରମ୍ଭ, ଧନ୍ୟବାଦ ଦେଲେ ସୁର

author img

By

Published : Oct 18, 2021, 7:15 PM IST

ଜଟଣୀ ଅଞ୍ଚଳରେ ବହୁ ଜମି ଜଗନ୍ନାଥଙ୍କ ନାମରେ ଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ବର୍ତ୍ତମାନ ଏହାକୁ ନେଇ ସରକାରୀ ସ୍ତରରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ...

ଜଟଣୀ ଜମି ବିବାଦ ସମାଧାନ ପ୍ରକ୍ରିୟା ଆରମ୍ଭ, ଧନ୍ୟବାଦ ଦେଲେ ସୁର

ଭୁବନେଶ୍ବର: ଜଟଣୀ ଅଞ୍ଚଳରେ ବହୁ ଜମି ଜଗନ୍ନାଥଙ୍କ ନାମରେ ଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ଲୋକଙ୍କୁ ସରକାରଙ୍କ ଯୋଜନାରେ ଘର ଯୋଗାଇ ଦିଆଯାଇପାରୁନି କିମ୍ବା ଲୋକେ କୌଣସି ସୁବିଧା ପାଇ ପାରୁନାହାନ୍ତି । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଛି । ବର୍ତ୍ତମାନ ଏହାକୁ ନେଇ ସରକାରୀ ସ୍ତରରେ ଆଲୋଚନା ହୋଇଛି । ଏହାକୁ ନେଇ ବହୁବାର ଆଲୋଚନା ପରେ ସମାଧାନ ପାଇଁ ବାଟ ଫିଟିଛି । ଜଟଣୀରେ ବହୁ ଜମି ଜଗନ୍ନାଥଙ୍କ ନାମରେ ଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ ହୋଇଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଥିଲେ ଜଟଣୀବାସୀ । ଏହାର ସମାଧାନ ପାଇଁ ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ସମସ୍ୟା ଦୂର ହେଲେ ଲୋକେ ତାଙ୍କ ଜମି ଫେରି ପାଇବେ । ସରକାରୀ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଜଟଣୀର ୨୩ଟି ଗାଁର ୭ ଲକ୍ଷ ଲୋକ ଉପକୃତ ହେବେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଫିସରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.