ETV Bharat / city

ରାଜ୍ୟର ହକ ଜବରଦସ୍ତ ଆଣିବା ଦରକାର: ସୁର - ସୁର ରାଉତରାୟ

ଖାଲି ବୈଠକ କଲେ ହେବ ନାହିଁ, ଦାବି ଉପସ୍ଥାପନ କର ବୋଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ପ୍ରତିକ୍ରିୟା ରଖି ଏପରି କହିଲେ ସୁର ରାଉତରାୟ । ଅଧିକ ପଢନ୍ତୁ...

sura-routray-reaction
ରାଜ୍ୟର ହକ ଜବରଦସ୍ତ ଆଣିବା ଦରକାର: ସୁର
author img

By

Published : Sep 25, 2021, 10:24 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ରାଜ୍ୟର ବିକାଶ ପାଇଁ ବହୁ ଯୋଜନା ବାକି ରହିଛି । ଖାଲି ବୈଠକ କଲେ ହେବ ନାହିଁ । ଜବରଦସ୍ତ ଦାବି କରି ଆବଶ୍ୟକତା ପୂରଣ କରିବା ଦରକାର ।

ରାଜ୍ୟର ହକ ଜବରଦସ୍ତ ଆଣିବା ଦରକାର: ସୁର

କୋଲ ସେସ, ଜିଏସ୍ଟି, ନଗର ଉନ୍ନୟନ, ଜଳସେଚନ ଓ ଅନ୍ୟାନ୍ୟ ପାଇଁ 55 ହଜାର କୋଟି ଟଙ୍କା ବକେୟା କେନ୍ଦ୍ର ସରକାର ଉପରେ ପଡି ରହିଛି । ଖାଲି ବୈଠକ କଲେ ହେବ ନାହିଁ । ନବୀନ ବାବୁ ଦିଲ୍ଲୀ ଯିବେ ଖୁସିର କଥା, ରାଜ୍ୟର ବିକାଶ ପ୍ରସଙ୍ଗରେ ଆଲୋଚନା ହେବ ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ନବୀନ ବାବୁ ଦାବି କରିବା ଦରକାର, ଖାଲି ବୈଠକ ହେଲେ ହେବ ନାହିଁ, ଜବରଦସ୍ତ ଦାବି କରି ଆଣିବା ଦରକାର ବୋଲି ସୁର ମତ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.