ETV Bharat / city

ସରୁନି କଂଗ୍ରେସ ନାଟକ; ଏକାଠି ହେଲେ ନିରଞ୍ଜନ ସମର୍ଥିତ ଗୋଷ୍ଠୀ - ଏକାଠି ହେଲେ ନିରଞ୍ଜନ ସମର୍ଥିତ ଗୋଷ୍ଠୀ

ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ପରିବର୍ତ୍ତନ ପାଇଁ ପୁଣିଥରେ ଦାବି ଜୋର ଧରିଥିବା ବେଳେ ଆଜି ଏକାଠି ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥିତ ଗୋଷ୍ଠୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 10, 2019, 3:20 PM IST

ଭୁବନେଶ୍ବର: ସରୁନି କଂଗ୍ରେସର ଡ୍ରାମା । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ପରିବର୍ତ୍ତନ ପାଇଁ ପୁଣିଥରେ ଦାବି ଜୋର ଧରିଥିବା ବେଳେ ଆଜି ଏକାଠି ହୋଇଛନ୍ତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥିତ ଗୋଷ୍ଠୀ । ବୈଠକରେ ପ୍ରାୟ ସମସ୍ତ ଜିଲ୍ଲାର ଡିସିସି ସଭାପତି ଉପସ୍ଥିତ ରହିଛନ୍ତି । ଏହାସହ ପୂର୍ବତନ ମହିଳା କଂଗ୍ରେସ ସଭାପତି ଓ ବିଗତ ନିର୍ବାଚନରେ ଛିଡା ହୋଇଥିବା ବିଧାୟକ ତଥା ସାଂସଦ ପ୍ରାର୍ଥୀଙ୍କୁ ମିଶାଇ 60ରୁ ଊର୍ଦ୍ଧ୍ବ ନେତା ଉପସ୍ଥିତ ଅଛନ୍ତି ।

ଶେଷ ହେଉନି କଂଗ୍ରେସ ନାଟକ; ଏକାଠି ହେଲେ ନିରଞ୍ଜନ ସମର୍ଥିତ ଗୋଷ୍ଠୀ
ଶେଷ ହେଉନି କଂଗ୍ରେସ ନାଟକ; ଏକାଠି ହେଲେ ନିରଞ୍ଜନ ସମର୍ଥିତ ଗୋଷ୍ଠୀ

ନିରଞ୍ଜନଙ୍କ ବିପକ୍ଷବାଦୀ ନେତାଙ୍କ ବିରୋଧରେ ଗର୍ଜିଛନ୍ତି ନିରଞ୍ଜନଙ୍କ ସପକ୍ଷରେ ଥିବା ନେତା । ଦଳରେ ବିଶୃଙ୍ଖଳା କରୁଥିବା ନେତାଙ୍କୁ ତୁରନ୍ତ ଦଳରୁ ବିଦା କରିବାକୁ ଦାବି ରଖିଛନ୍ତି ନିରଞ୍ଜନଙ୍କ ସମର୍ଥକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶେଷ ହେଉନି କଂଗ୍ରେସ ନାଟକ....ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ପରିବର୍ତନ ପାଇଁ ଦାବି ଜୋର ଧରିଥିବା ବେଳେ ଆଜି ଏକାଠି ହୋଇଛନ୍ତି ନିରଞ୍ଜନ ପଟନାୟକଙ୍କ ସମର୍ଥିତ ଗୋଷ୍ଠୀ । ବୈଠକରେ ପ୍ରାୟ ସମସ୍ତ ଜିଲ୍ଲାର ଡିସିସି ସଭାପତିଙ୍କ ସମେତ ପୂର୍ବତନ ମହିଳା କଂଗ୍ରେସ ସଭାପତି ଓ ବିଗତ ନିର୍ବାଚନରେ ଛିଡା ହୋଇଥିବା ବିଧାୟକ ତଥା ସାଂସଦ ପ୍ରାଥିଙ୍କୁ ମିଶାଇ 60ରୁ ଉର୍ଧ୍ବ ନେତା ଉପସ୍ଥିତ ଅଛନ୍ତି ।
ନିରଞ୍ଜନଙ୍କ ବିପକ୍ଷବାଦୀ ନେତାଙ୍କ ବିରୋଧରେ ଗର୍ଜିଲେ ନିରଞ୍ଜନଙ୍କ ସପକ୍ଷରେ ଥିବା ନେତା. ଦଳରେ ବିଶୃଙ୍ଖଳା କରୁଥିବା ନେତାଙ୍କୁ ତୁରନ୍ତ ଦଳ ରୁ ବିଦା କରିବାକୁ ଦାବି ରଖିଲେ ସମର୍ଥକ ଗୋଷ୍ଠୀଙ୍କ .ବୈଠକରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ,ବୈଠକରେ ନିରଂଜନଙ୍କ ସମର୍ଥକ ଓ 2019 ନିର୍ବାଚନରେ ଦଳୀୟ ଟିକେଟ ରେ ଛିଡା ହୋଇଥିବା ନେତା,ଯୁବ,ଛାତ୍ର,ମହିଳା ସମସ୍ତେ ଏକାଠି ହୋଇଛନ୍ତିBody:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.