ETV Bharat / city

ସୁନା ଝିଅ ଦୂତି ପହଁଚିଲେ ଓଡିଶା

ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ସୁନା ଝିଅ ଦୂତି ଚାନ୍ଦ ।  ସେଠାରେ କିଟ ଓ କିସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

author img

By

Published : Jul 15, 2019, 9:25 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ଓ୍ବାର୍ଲ୍ଡ ୟୁନିଭରସିଟି ଗେମରେ ଦେଶକୁ ଗର୍ବିତ କରିଛନ୍ତି ଓଡିଆ ଝିଅ ଦୂତିଚାନ୍ଦ । ଏହି ଟୁ୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ତେବେ ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ସୁନା ଝିଅ ଦୂତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଟ ଓ କିସ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ସେ ଅତ୍ୟନ୍ତ ଖୁସିଥିବା କହିଛନ୍ତି ଦୂତି ।

ଭୁବନେଶ୍ବରରୁ ଶତରୂପା ସମାନ୍ତରାୟ, ଇଟିଭି ଭାରତ

Intro:ସୁନା ଝିଅ ଦୁତି ପହଁଚିଲେ ଓଡିଶା

Body:ୱାଲଡ଼ ୟୁନିଭରସିଟି ଗେମ ରେ ପ୍ରଥମ ଭାରତୀୟ ଯିଏ ଗୋଲଡ଼ ମେଡାଲ ଆଣିଛନ୍ତି, ସେ ହେଉଛନ୍ତି ଓଡ଼ିଶାର ଝିଅ ଦୁତିଚନ୍ଦ। 100 ମିଟର ଦୌଡ଼ ରେ ସେ ସ୍ବର୍ଣ୍ଣ ପଦକ ହତେଇବା ପରେ ଆଜି ସେ ଓଡ଼ିଶା ପହଞ୍ଚିଛନ୍ତି। ଭୁବନେଶ୍ୱର ଏୟାର ପୋର୍ଟ ରୁ ତାଙ୍କୁ କୀଟ ଓ କିସ ପକ୍ଷରୁ ସ୍ୱାଗତ କରାଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.