ETV Bharat / city

‘ବିକ୍ରି ମୂଲ୍ୟ ଠାରୁ ବଳି ଯାଉଛି ଚିନି ଉତ୍ପାଦନ ମୂଲ୍ୟ’ - sugar mill issue raise in assembly

ବନ୍ଦ ହୋଇଯାଇଥିବା ଚିନିକଳକୁ ନେଇ ବିଧାନସଭାରେ ଉଦବେଗ । ରାଜ୍ୟରେ ଥିବା ସମୁଦାୟ ୮ଟି ଚିନିକଳରୁ ମାତ୍ର ୨ ଟି କାର୍ଯ୍ୟକ୍ଷମ ରହିଥିବା ନେଇ ମନ୍ତ୍ରୀଙ୍କ ସୂଚନା ।

ବିଧାନସଭାରେ ଚିନି କଳ ପ୍ରସଙ୍ଗ
‘ଚିନି ବିକ୍ରି ଠାରୁ ବଳି ଯାଉଛି ଉତ୍ପାଦନ ମୂଲ୍ୟ’
author img

By

Published : Nov 27, 2019, 12:11 PM IST

ଭୁବନେଶ୍ବର: ବନ୍ଦ ପଡିଥିବା ଚିନି କଳକୁ ନେଇ ଗୃହ ସରଗରମ । ସମୁଦାୟ 8ଟି ଚିନିକଳରୁ ମାତ୍ର 2ଟି କାର୍ଯ୍ୟକ୍ଷମ ହେଉଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

‘ଚିନି ବିକ୍ରି ଠାରୁ ବଳି ଯାଉଛି ଉତ୍ପାଦନ ମୂଲ୍ୟ’

ରାଜ୍ୟରେ 8ଟି ଚିନିକଳରୁ ଆସ୍କା ଚିନି କଳ ଏବଂ ଢେଙ୍କାନାଳର ଶକ୍ତି ସୁଗର ମିଲ ଉତ୍ପାଦନ କ୍ଷମ ରହିଛି । ତେବେ ଗତ 2015ରେ ବରଗଡ଼ ଚିନି କଳକୁ 800 କୋଟି ଏବଂ ଆସ୍କା ଚିନି କଳକୁ 500 କୋଟି ପ୍ରଦାନ କରାଯାଇଥିଲା । ବରଗଡ ଚିନିକଳର ପୁନଃଦ୍ଧାର ପାଇଁ ଡିପିଆର ସରକାରଙ୍କ ହସ୍ତଗତ ହୋଇଛି ।ସୁଗାର ଇନଷ୍ଟିଚ୍ୟୁଟ କାନପୁର ଏହି ଡିପିଆର ପ୍ରସ୍ତୁତ କରିଛି ।

ଚିନି ଶିଳ୍ପ ଏକ କ୍ଷତିରେ ଚାଲୁଥିବା ଶିଳ୍ପ । 1 କିଲୋ ଚିନି ଉତ୍ପାଦନ କରିବା ପାଇଁ 47ରୁ 48 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚିନି ବିକ୍ରି ହେଉଛି 32 ଟଙ୍କାରେ । ଏପରିକି ଆଖୁ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି ଯେଉଁଥି ପାଇଁ ଚିନିକଳ ଚଳାଇବାରେ ସମସ୍ୟା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ 8ଟି ଚିନିକଳ ରୁ 2ଟି ସଚଳ ଅଛି। ଆସ୍କା ଚିନି କଳ ଏବଂ ଢେଙ୍କାନାଳର ଶକ୍ତି ସୁଗର ମିଲ ଉତ୍ପାଦନ କ୍ଷମ ଅଛି। 2015ରେ ବରଗଡ଼ ଚିନି କଲକୁ 800 କୋଟି ଏବଂ ଆସ୍କା ଚିନି କଳ କୁ 500 କୋଟି ପ୍ରଦାନ କରିଛନ୍ତି। ବରଗଡ଼ ଚିନିକଳର ପୁନଃଉଦ୍ଧର ପାଇଁ ଡିପିଆର ସରକାରଙ୍କ ହସ୍ତଗତ ହୋଇଛି। ସୁଗାର ଇନଷ୍ଟିଚୁଟ କାନପୁର ଏହି ଡିପିଆର ପ୍ରସ୍ତୁତ କରିଛି। ବରଗଡ଼ ଚିନିକଲକୁ ସରକାର 4ଥର ବିକିବାକୁ ଚାହିଁଥିଲେ ମଧ୍ୟ କେହି ବିଡ଼ର ଆସୁନାହାନ୍ତି। ଚିନି ଶିଳ୍ପ ଏକ କ୍ଷତିରେ ଚାଲୁଥିବା ଶିଳ୍ପ। 1 କିଲୋ ଚିନି ଉତ୍ପାଦନ କରିବା ପାଇଁ 47ରୁ 48 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚିନି ବିକ୍ର ହେଉଛି 32 ଟଙ୍କାରେ। ଏପରିକି ଆଖୁ ଉତ୍ପାଦନ ମଧ୍ଯ ଦିନକୁ ଦିନ କମିବାରେ ଲାଗିଛୁ। ଯେଉଁଥି ପାଇଁ ଚିକକଳ ଚଳାଇବାରେ ସମସ୍ୟା ହେଉଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.