ETV Bharat / city

ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳିଲା କଂଗ୍ରେସ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ । ଲୋକଙ୍କୁ ଖାଦ୍ୟ ଅନୁପଯୋଗୀ ଚାଉଳ ବଣ୍ଟନ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଅଧିକ ପଢନ୍ତୁ...

author img

By

Published : Jun 8, 2021, 2:32 PM IST

ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଏହି ଦାବିରେ କଂଗ୍ରେସ ଆଜି (ମଙ୍ଗଳବାର) ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମନ୍ତ୍ରୀ ଖାଦ୍ୟ ଅନୁପଯୋଗୀ ଚାଉଳ ବଣ୍ଟନ କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ରାଜ୍ୟବାସୀଙ୍କୁ ଖାଦ୍ୟ ଅନୁପଯୋଗୀ ପିଡ଼ିଏସ ଚାଉଳ ଦେଉଥିବା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଏଥିସହ କଂଗ୍ରେସ ମନ୍ତ୍ରୀ ରଣେନ୍ଦ୍ରଙ୍କ କୁଶପୁତ୍ତଳିକ ଦାହ କରିଛି । ଟଙ୍କାକିଆ ଚାଉଳ ଦେଇ ରାଜ୍ୟ ସରକାର ଭୋଟ ହାତଉଥିବାବେଳେ ଗୋରୁ ଗାଈ ଖାଉଥିବା ଚାଉଳ ସରକକାର ଲୋକଙ୍କୁ ଦେଉଥିବା ଅଭିଯୋଗ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.