ETV Bharat / city

ଚନ୍ଦନ କାଠ ଚୋରାଚାଲାଣର ପର୍ଦ୍ଦାଫାସ, 3 ଗିରଫ

author img

By

Published : Dec 4, 2020, 10:18 AM IST

Updated : Dec 4, 2020, 10:47 AM IST

ଚନ୍ଦନ କାଠ ଚୋରା ଚାଲାଣର ପର୍ଦ୍ଦାଫାସ, ଏସଟିଏଫ ହାତରେ ୩ ତସ୍କର ଗିରଫ

10:07 December 04

ଚନ୍ଦନ କାଠ ଚୋରା ଚାଲାଣର ପର୍ଦ୍ଦାଫାସ, 70 ଲକ୍ଷ ଟଙ୍କାର କାଠ ଜବତ ।

ଭୁବନେଶ୍ବର: ହାଇପ୍ରୋଫାଇଲ ଚନ୍ଦନକାଠ ଚୋରା ଚାଲାଣର ପର୍ଦ୍ଦାଫାସ । ୭୦ ଲକ୍ଷ ଟଙ୍କାର ଚନ୍ଦନକାଠ ଜବତ କଲା ଏସଟିଏଫ । ଚାଲାଣ କରୁଥିବା ୩ ତସ୍କରଙ୍କୁ ମଧ୍ୟ ଗିରଫ କରିଛି ଏସଟିଏଫ ଟିମ ।  

କଟକ ଟାଙ୍ଗି ଦଳଯୋଡି ଅଂଚଳରେ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି ଏସଟିଏଫ । ୪କ୍ବିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ କରାଯାଇଛି ।  ଚାଲାଣ କରୁଥିବା ୩ ତସ୍କର ଗିରଫ କରିଛି ଏସଟିଏଫ ଟିମ । ସେମାନେ ହେଲେ ହେମନ୍ତ ଛାଟୋଇ,ଦଣ୍ଡପାଣି ଦାସ,କାହ୍ନୁ ଚରଣ ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 4, 2020, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.