ETV Bharat / city

ବଡ ଘୋଷଣା, କୋରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ 80% ICU - କୋଭିଡ

ଘରୋଇ ହସ୍ପିଟାଲରେ ରହିବ କୋଭିଡ ବେଡ଼ ଓ ଆଇସିୟୁ ସେବା । ମୋଟ ବେଡ଼ର 50 ପ୍ରତିଶତ ଓ ଆଇସିୟୁର 80 ପ୍ରତିଶତ ବେଡ଼ କୋଭିଡ ଆକ୍ରାନ୍ତ ପାଇଁ ରଖିବା ବାଧ୍ୟତାମୂଳକ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

କୋଭିଡ ପାଇଁ ବେଡ଼ ଓ ଆଇସିୟୁ ବ୍ୟବସ୍ଥା ବାଧ୍ୟତାମୂଳକ

author img

By

Published : Sep 14, 2020, 8:04 PM IST

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ରହିବ କୋଭିଡ ବେଡ଼ ଓ ଆଇସିୟୁ ସେବା । ମୋଟ ବେଡ଼ର 50 ପ୍ରତିଶତ ଓ ଆଇସିୟୁର 80 ପ୍ରତିଶତ ବେଡ଼ କୋଭିଡ ଆକ୍ରାନ୍ତ ପାଇଁ ରଖିବା ବାଧ୍ୟତାମୂଳକ କରିଛି ସ୍ୱାସ୍ଥ୍ୟ ବିଭାଗ।

କୋଭିଡ ପାଇଁ ବେଡ଼ ଓ ଆଇସିୟୁ ବ୍ୟବସ୍ଥା ବାଧ୍ୟତାମୂଳକ
କୋଭିଡ ପାଇଁ ବେଡ଼ ଓ ଆଇସିୟୁ ବ୍ୟବସ୍ଥା ବାଧ୍ୟତାମୂଳକ

ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ପାଇଁ ଏହା ଲାଗୁ ହେବ। ଏନେଇ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ଦେୟ ଆକ୍ରାନ୍ତଙ୍କଠାରୁ ନିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.