ETV Bharat / city

ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର: ବିଜେପି - suspicion of rath yatra

ରଥଯାତ୍ରା ହେବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ରଥଯାତ୍ରା ହେବ କି ନାହିଁ । ରଥଯାତ୍ରା ହେବାକୁ ନେଇ ଥିବା ଏମିତି କିଛି ଆଶା ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ।

ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର

author img

By

Published : Jun 10, 2020, 4:04 PM IST

ଭୁବନେଶ୍ବର: ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛ ବିଜେପି । ଜୁନ 23ରେ ରଥଯାତ୍ରା । ତେବେ ରଥଯାତ୍ରା ହେବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରାକୁ ନେଇ କୈଣସି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ରଥଯାତ୍ରା ହେବ କି ନାହିଁ । ରଥଯାତ୍ରା ହେବାକୁ ନେଇ ଥିବା ଏମିତି କିଛି ଆଶା ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ।

ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର: ବିଜେପି

ଏହା ଶତାବ୍ଦୀର ପରମ୍ପରା ପାଇଁ କେନ୍ଦ୍ରକୁ ରଥ ନିର୍ମାଣ ପାଇଁ ଅନୁମତି ମାଗିଥିଲା ରାଜ୍ୟ । ୨୪ ଘଣ୍ଟା ନପୁରୁଣୁ ଅନୁମତି ମିଳିଲା । ପ୍ରୟୋଜିତ ଭାବରେ ରାଜ୍ୟ ସରକାର ଏକ ପିଆଇଏଲ ଫାଇଲ କଲେ, ହେଲେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବବେଗକୁ ଦେଖି ରଥଯାତ୍ରା ନିଷ୍ପତ୍ତି ନେବା ପାଇଁ ଉଚ୍ଚନ୍ୟାୟାଳୟ ରାଜ୍ୟ ସରକାରଙ୍କୁ କହିଲେ । ସ୍ନାନଯାତ୍ରା ପୂର୍ବରୁ ରଥଯାତ୍ରା ପାଇଁ ରାଜ୍ୟ ସରକାର ଏକ ସମୀକ୍ଷା କରିବା କଥା ହେଲେ ସମୀକ୍ଷା ଏଯାବତ୍ କଲେ ନାହିଁ ।

ବିଭିନ୍ନ ରାଜ୍ୟରେ ମନ୍ଦିର ଖୋଲା ରହିଛି । ଏଠି କାହିଁକି ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଚେଷ୍ଟା କରୁନାହାଁନ୍ତି । ସାମାଜିକ ଦୂରତା ରଖି 'ବନ୍ଦେ ଉତ୍କଳ ଜନନୀ' ଗାନ କରାଗଲା । ଏସବୁ କାର୍ଯ୍ୟ ମଧ୍ୟ ସାମାଜିକ ଦୂରତା ରଖି କରାଯାଇପାରିବ । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ରଥଯାତ୍ରା ହେବ କି ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.