ETV Bharat / city

ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ - ରେକର୍ଡ ଭାଙ୍ଗିଲା କୋରୋନା

ରେକର୍ଡ ଭାଙ୍ଗିଲା କୋରୋନା । ଗୋଟିଏ ଦିନରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ । ସଂକ୍ରମଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଅଧିକ ପଢନ୍ତୁ....

state corona update
ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନକର ସର୍ବାଧିକ 2924 ପଜିଟିଭ ଚିହ୍ନଟ
author img

By

Published : Aug 16, 2020, 11:44 AM IST

ଭୁବନେଶ୍ବର: ରେକର୍ଡ ଭାଙ୍ଗିଲା କୋରୋନା । ରାଜ୍ୟରେ ଗୋଟିଏ ଦିନରେ 30 ଜିଲ୍ଲାରୁ 2924 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1815 ଓ ସ୍ଥାନୀୟ ସଂକ୍ରମଣ 1109 ରହିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 318 ଥିବା ବେଳେ ଖୋର୍ଦ୍ଧାରେ 488 ପଜିଟିଭ ବାହାରିଛନ୍ତି ।

ବାଲେଶ୍ବରରୁ 127, ଭଦ୍ରକରୁ 107, କଟକରୁ 189, ଯାଜପୁରରୁ 200, ମୟୂରଭଞ୍ଜରୁ 136, ନୟାଗଡରୁ 142, ପୁରୀରୁ 144, ରାୟଗଡାରୁ 116 ଓ ସୁନ୍ଦରଗଡରୁ 161 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 37, ବରଗଡରୁ 48, ବଲାଙ୍ଗୀରରୁ 27, ବୌଦ୍ଧରୁ 8, ଦେଓଗଡରୁ 16, ଢେଙ୍କାନାଳରୁ 40, ଗଜପତିରୁ 71, ଜଗତସିଂହପୁରରୁ 47, ଝରସୁଗୁଡ଼ାରୁ 30 ଓ କଳାହାଣ୍ଡିରୁ 27ଜଣ ପଜିଟିଭ ରହିଛନ୍ତି । କନ୍ଧମାଳରୁ 50, କଳାହାଣ୍ଡିରୁ 60, କେନ୍ଦୁଝରରୁ 26, କୋରାପୁଟରୁ 95, ମାଲକାନଗିରିରୁ 93, ନବରଙ୍ଗପୁରରୁ 26, ନୂଆପଡାରୁ 20, ସମ୍ବଲପୁରରୁ 37 ଓ ସୋନପୁରରୁ 38 ଜଣ ସଂକ୍ରମିତ ରହିଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60050 ରହିଥିବା ବେଳେ 40726 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହ 18928 ସକ୍ରିୟ ମାମଲା ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.