ETV Bharat / city

OBC Reservation Issue: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ - ଓବିସି ସଂରକ୍ଷଣକୁ ନେଇ କଂଗ୍ରେସ ଓବିସି ସେଲ ସଭାପତିଙ୍କ ପ୍ରତିକ୍ରିୟା

ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ କଂଗ୍ରେସ ଓବିସି ସେଲ ସଭାପତି ଜ୍ଞାନ ରଞ୍ଜନ ବେହୁରା ପ୍ରତିକ୍ରିୟା ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରି ପାରୁନାହୁଁ କହିଲେ ଜ୍ଞାନ । ଅଧିକ ପଢନ୍ତୁ

Obc Reservation Issue:ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ପାରୁନାହୁଁ କଂଗ୍ରେସ

author img

By

Published : Dec 23, 2021, 7:59 PM IST

ଭୁବନେଶ୍ବର : ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ କଂଗ୍ରେସ ଓବିସି ସେଲ ସଭାପତି ଜ୍ଞାନ ରଞ୍ଜନ ବେହୁରା ପ୍ରତିକ୍ରିୟା ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରି ପାରୁନାହୁଁ । ଆମେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇନର ସହାୟତା ନେବୁ । ହାଇକୋର୍ଟ କି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିବୁ । ରାଜ୍ୟ ସରକାରଙ୍କ ପାଖରେ ଦାବି ସେ ମଧ୍ୟ ଆଇନର ସହାୟତା ନିଅନ୍ତୁ । ଆମ ପକ୍ଷରୁ ଆଇନର ପରାମର୍ଶ ଚାଲିଛି ।

Obc Reservation Issue:ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ପାରୁନାହୁଁ କଂଗ୍ରେସ

ସରକାର ଆଇନ ଗତ ଲଢେଇ ଲଢନ୍ତୁ । ଆଉ ଓବିସିଙ୍କ ନାର୍ଯ୍ୟ ଦାବି ପାଇଁ ପଦକ୍ଷେପ ନିଅନ୍ତୁ । ଯଦି ଏଭଳି କରାନଯାଏ । ତେବେ ୫୪ ପ୍ରତିଶତ ଓବିସିର ଲୋକେ ନିଷ୍ପେସିତ ହୋଇ ରହିଯିବେ । ଯାହା ଏକ ନିରପେକ୍ଷ ରାଷ୍ଟ୍ର ପାଇଁ ଶୁଭ ସଙ୍କେତ ନୁହେଁ।

ତେବେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ସରକାର । ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ହାଇକୋର୍ଟକୁ ଜଣାଇଲେ ସରକାର। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର। ଏହାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.