ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲା ରାଜ୍ୟ କଂଗ୍ରେସ

author img

By

Published : Feb 10, 2022, 8:23 PM IST

ଶିବାନନ୍ଦ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଦେଶରେ ବିମୁଦ୍ରାକରଣ ହୋଇନଥାନ୍ତା । ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଚାଷୀ ଆନ୍ଦୋଳନ ହୋଇନଥାନ୍ତା । ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଚୀନ-ପାକିସ୍ତାନ ଏକାଠି ହୋଇନଥାନ୍ତେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲା ରାଜ୍ୟ କଂଗ୍ରେସ
ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟକୁ ନେଇ ପ୍ରେସମିଟ କରି ଜବାବ ଦେଇଛି ରାଜ୍ୟ କଂଗ୍ରେସ । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳର ଉପ-ସଭାପତି ଶିବାନନ୍ଦ ରାୟ କହିଛନ୍ତି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ କଂଗ୍ରେସକୁ ଆକ୍ରମଣ କରିବା ଦୁର୍ଭାଗ୍ୟ ଜନକ । କଂଗ୍ରେସ ଦେଶରେ ସ୍ବାଧିନତା ସଂଗ୍ରାମ ପାଇଁ ଅନେକ କିଛି ତ୍ୟାଗ କରିଛି । ଦେଶ ନିର୍ମାଣରେ କଂଗ୍ରେସର ଅବଦାନ ଅତୁଳନୀୟ । କିନ୍ତୁ ପ୍ରଧାନମନ୍ତ୍ରୀ ଯେଉଁ ଭାଷା ପ୍ରୟୋଗ କରିଛନ୍ତି ତାହା ନିନ୍ଦନୀୟ ।

ଶିବାନନ୍ଦ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଦେଶରେ ବିମୁଦ୍ରାକରଣ ହୋଇନଥାନ୍ତା । ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଚାଷୀ ଆନ୍ଦୋଳନ ହୋଇନଥାନ୍ତା । ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଚୀନ-ପାକିସ୍ତାନ ଏକାଠି ହୋଇନଥାନ୍ତେ । ମୋଦି ପ୍ରଧାନମନ୍ତ୍ରୀ ହୋଇନଥିଲେ ଦେଶରେ ବେକାରୀ ବଢିନଥାନ୍ତା ବୋଲି କହିଛନ୍ତି ଶିବାନନ୍ଦ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.