ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର 5 ପ୍ରଶ୍ନ, ପୂର୍ବରୁ କିଏ ନେଇଥିଲା ପିପିଲି ଦାୟିତ୍ବ ?

author img

By

Published : Apr 13, 2021, 1:12 PM IST

ମୁଖ୍ୟମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏବେ ଠାରୁ ଯଦି ସେ ପିପିଲିର ଦାୟିତ୍ବ ନେବେ ପୂର୍ବରୁ କିଏ ଦାୟିତ୍ବ ନେଇଥିଲା ତାହା ସ୍ପଷ୍ଟ କରନ୍ତୁ ବୋଲି ସମୀର ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଲେ ସମୀର ମହାନ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପ୍ରେସମିଟ । ମୁଖ୍ୟମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଛନ୍ତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀ ପିପିଲି ପ୍ରଚାର ବୃଦ୍ଧ ବ୍ୟାଘ୍ରର କଙ୍କଣ ଦାନ ଉପାଖ୍ୟାନ ବୋଲି କହିଲେ ସମୀର । ପିପିଲିର ଭୋଟର ଯେଉଁ ପ୍ରଶ୍ନ କରୁଛନ୍ତି ତାହା ମୁଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୋହରାଉଛି ।

୧ - ଏବେ ଠାରୁ ଯଦି ସେ ପିପିଲିର ଦାୟିତ୍ବ ନେବେ ପୂର୍ବରୁ କିଏ ଦାୟିତ୍ବ ନେଇଥିଲା ତାହା ସ୍ପଷ୍ଟ କରନ୍ତୁ ?

୨ - ପିପିଲିର ଚାନ୍ଦୁଆ କଥା କହୁଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ପିପିଲିକୁ ହିଂସ୍ର କିଏ କରିଛି ?

୩ - ପିପିଲିର ଦଳିତ ଝିଅ ବେବିନା ଓ ଇତିଶ୍ରୀକୁ ନ୍ୟାୟ ମିଳିଛି କି ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏମାନେ ନାହାନ୍ତି କି ?

୪ - ମୋଦି ପଠାଇଛନ୍ତି ଫନି ଟଙ୍କା କିନ୍ତୁ ପିପିଲିରେ ପଲିଥିନ ତଳେ ରହୁଛନ୍ତି ଲୋକେ । ଅନେକ ଲୋକେ କାହିଁକି ଭଙ୍ଗା କୁଡ଼ିଆରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ?

୫ - ପଳାତକ ଘୋଷଣା ହୋଇଥିବା ଧୀରେନ୍ଦ୍ର ସାମନ୍ତ ରାୟ ଓ ରାଜା ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା କରି ହିଂସାକୁ ପ୍ରୋତ୍ସାହନ ଦେଉ ନାହାନ୍ତି କି ?

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.