ETV Bharat / city

PM Modi Security Lapse: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଟିମ

ପଞ୍ଜାବରେ ପିଏମ ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ଅଧିକ ପଢନ୍ତୁ

PM Modi Security Laps: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଟିମ

author img

By

Published : Jan 7, 2022, 6:48 PM IST

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଟିମ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡିଶାର ରାଜ୍ୟପାଳଙ୍କୁ ଭେଟି ଜାନୁଆରୀ 5 ତାରିଖରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଧିଷ୍ଟ ଦଳର ନୁହେଁ ।

PM Modi Security Lapse: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ଟିମ

ତାଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ 20 ମିନିଟ କାଳ ଠିଆ ହେବାକୁ ପଡିଥିଲା । ଭାରତ-ପାକିସ୍ତାନ ବର୍ଡର ମାତ୍ର 20 କି.ମି ଦୂରରେ ଯଦି କିଛି ଅଘଟଣ ଘଟିଥାନ୍ତା ସେଥିପ୍ରତି କିଏ ଦାୟୀ ରହିଥାନ୍ତା ଏବଂ ସେହି ରାସ୍ତାରେ ବିକ୍ଷୋଭକାରୀଙ୍କୁ ବିକ୍ଷୋଭ କରିବାକୁ କିଏ ଅନୁମତି ଦେଲା ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

ଏହା ସହ ଏହି ଘଟଣା ପରେ ପଞ୍ଜାବ ଯୁବ କଂଗ୍ରେସର କର୍ମକର୍ତ୍ତା ଯେଉଁ ଟ୍ୱିଟ କରିଛନ୍ତି ତାହାକୁ ଓଡିଶା ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.