ETV Bharat / city

BJP Election Manifesto: ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର

author img

By

Published : Jan 27, 2022, 4:59 PM IST

Updated : Jan 27, 2022, 5:42 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ କରାଯାଇଛି । ଅଧିକ ପଢନ୍ତୁ

BJP Election Manifesto: ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର
BJP Election Manifesto: ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ କରାଯାଇଛି । ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା ହେବ । ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ବିଜେପି ନିଜ ଇସ୍ତାହାରରେ ମହିଳା ଯୁବକଙ୍କ ଉପରେ ଜୋର ଦେଇଛି । ୧୧ ନମ୍ବର ଇସ୍ତାହାରରେ ବିଜେପି ପ୍ରତିଶୃତି ଦେଇଛି ଯେ, ମହିଳା ମାନଙ୍କୁ ନେଇ ଯେପରି ସ୍ବୟଂ ସହାୟିକା ଗୋଷ୍ଠୀ ଗଢାଯାଇଛି ସେଭଳି ବେକାର ଯୁବକ ମାନଙ୍କୁ ନେଇ ପୁରୁଷ ସ୍ବୟଂ ସହାୟକ ଗୋଷ୍ଠୀ ଗଢିବା ବ୍ୟବସ୍ଥା କରିବା ସହିତ ମହିଳା ମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ସେ କହିଛନ୍ତି, ପଞ୍ଚାୟତସ୍ତରରେ ବ୍ୟାପକ ଅର୍ଥ ଲୁଟ ହେଉଛି । ଯାହା ବିଜେଡି ନେତା କରୁଛନ୍ତି । ବିକାଶ ନାମରେ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି । ତେଣୁ, ତାକୁ ବିଜେପି ଆଉ ହେବାକୁ ଦେବନି । ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ, ମହିଳା ଶସକ୍ତିକରଣ କରାଯିବ, ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ । ଷ୍ଟ୍ରିଟ ଲାଇଟ, ବର୍ଯ୍ୟବସ୍ତୁ ପରିଚାଲନା ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି ବୋଲି କହିଛନ୍ତି ସମୀର ମହାନ୍ତି ।

ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର
ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର
ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର
ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jan 27, 2022, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.