ETV Bharat / city

6 ହଜାର ଚାଷୀଙ୍କୁ ନୂତନ ଜ୍ଞାନକୌଶଳ ବାଣ୍ଟିଲା ରାଜ୍ୟ କୃଷି ବିଭାଗ - ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ

ବିଶ୍ବ ଖାଦ୍ୟ ଦିବସରେ ଖାଦ୍ୟ ଓ ପୋଷଣକୁ ନେଇ ରାଜ୍ୟ କୃଷି ବିଭାଗ ଏକ ଆଲୋଚନା ଚକ୍ର କରିଛି । ମାଣ୍ଡିଆ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ରାଜ୍ୟ କୃଷି ବିଭାଗ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 16, 2019, 11:06 PM IST

ଭୁବନେଶ୍ବର: ରାଜ୍ୟ କୃଷି ବିଭାଗ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ।

ବିଶ୍ବ ଖାଦ୍ୟ ଦିବସ ଅବସରରେ ରାଜ୍ୟ କୃଷି ବିଭାଗ ଦ୍ବାରା ପୋଷଣକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଓ ପୋଷଣ ଅଭାବକୁ ଦୂର କଲେ ଶିଶୁମାନଙ୍କ ପୋଷଣର ମାତ୍ରା ବୃଦ୍ଧି ପାଇବ । ଏହା ସହ କିପରି ଚାଷୀ ମାନେ ମାତ୍ରାଧିକ ପରିମାଣରେ ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ କରିବେ ଏହା ଉପରେ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ବିଭିନ୍ନ ଜିଲ୍ଲାରୁ ଆସିଥିବା କୃଷକମାନଙ୍କୁ ଚାଷ ପଦ୍ଧତିରେ ନୂତନ ଜ୍ଞାନ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ମାଣ୍ଡିଆ ଚାଷର ଉତ୍ପାଦନ ବୃଦ୍ଧି କରିବା ପାଇଁ 6 ହଜାର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରିଛି ରାଜ୍ୟ କୃଷି ବିଭାଗ ।

ଏହି ସଭାରେ ଓଡିଶା ବାହାରୁ ଅନେକ ବିଶେଷଜ୍ଞ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:6000 ଚାଷୀ ଙ୍କୁ ନୂତନ ଜ୍ଞାନ କୌଶଳ ବାଣ୍ଟିଛି ରାଜ୍ୟ କୃଷି ବିଭାଗ

କିଭଳି ଶିଶୁ ଙ୍କ ଭିତରେ ପୋଷଣ ର ମାତ୍ରା କମିବ ନାହିଁ,
ଚାଷୀ କିଭଳି ଚାଷ କରି ମାତ୍ରାଧିକ ପରିମାଣ ରେ ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ କରିବେ ତା ବିଷୟ ରେ ଆଲେକପାତ କରିଛି ରାଜ୍ୟ କୃଷି ବିଭାଗ। ଏହା ସହ ରାଜ୍ୟ ରେ କିଭଳି ମାଣ୍ଡିଆ ଚାଷ କରାଯିବ ତା ଉପରେ ମଧ୍ୟ 6000 ଚାଷୀ ଙ୍କୁ ନୂତନ ଜ୍ଞାନ କୌଶଳ ବାଣ୍ଟିଛି ରାଜ୍ୟ କୃଷି ବିଭାଗ। ଆଜି କାର ଏହି ସଭା ରେ ଓଡିଶା ବାହାରୁ ମଧ୍ୟ ଅନେକ ବିଶେଷଜ୍ଞ
ଆସିଥିଲେ । ଏହା ସହ ଓଡିଶା ରେ ଫୂଡ଼ ଓ ନିୟୁଟ୍ରେସନ ର ଅଭାବ ଯୋଗୁଁ ଯୋଗୁ ପିଲା ମାନଙ୍କ ମୁର୍ତ୍ତୃ ବରଣ କରୁଛନ୍ତି ତାହା କୁ କିପରି ରୋକ ଲଗାଇ ହେବ ସେଥି ପାଇଁ ବିଭିନ୍ନ ମଧ୍ୟ ଆଲୋଚନା କରାଯାଇଥିଲେ।Body:6000 ଚାଷୀ ଙ୍କୁ ନୂତନ ଜ୍ଞାନ କୌଶଳ ବାଣ୍ଟିଛି ରାଜ୍ୟ କୃଷି ବିଭାଗ

କିଭଳି ଶିଶୁ ଙ୍କ ଭିତରେ ପୋଷଣ ର ମାତ୍ରା କମିବ ନାହିଁ,
ଚାଷୀ କିଭଳି ଚାଷ କରି ମାତ୍ରାଧିକ ପରିମାଣ ରେ ପୋଷଣ ଜାତୀୟ ଖାଦ୍ୟ ଉତ୍ପାଦନ କରିବେ ତା ବିଷୟ ରେ ଆଲେକପାତ କରିଛି ରାଜ୍ୟ କୃଷି ବିଭାଗ। ଏହା ସହ ରାଜ୍ୟ ରେ କିଭଳି ମାଣ୍ଡିଆ ଚାଷ କରାଯିବ ତା ଉପରେ ମଧ୍ୟ 6000 ଚାଷୀ ଙ୍କୁ ନୂତନ ଜ୍ଞାନ କୌଶଳ ବାଣ୍ଟିଛି ରାଜ୍ୟ କୃଷି ବିଭାଗ। ଆଜି କାର ଏହି ସଭା ରେ ଓଡିଶା ବାହାରୁ ମଧ୍ୟ ଅନେକ ବିଶେଷଜ୍ଞ
ଆସିଥିଲେ । ଏହା ସହ ଓଡିଶା ରେ ଫୂଡ଼ ଓ ନିୟୁଟ୍ରେସନ ର ଅଭାବ ଯୋଗୁଁ ଯୋଗୁ ପିଲା ମାନଙ୍କ ମୁର୍ତ୍ତୃ ବରଣ କରୁଛନ୍ତି ତାହା କୁ କିପରି ରୋକ ଲଗାଇ ହେବ ସେଥି ପାଇଁ ବିଭିନ୍ନ ମଧ୍ୟ ଆଲୋଚନା କରାଯାଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.