ETV Bharat / city

ସାଢେ 1ଟାରେ SRCଙ୍କ ପ୍ରେସମିଟ, ଲକଡାଉନ କୋହଳକୁ ନେଇ ରଖିପାରନ୍ତି ବିବୃତ୍ତି

author img

By

Published : Jun 10, 2021, 1:17 PM IST

Updated : Jun 10, 2021, 1:28 PM IST

13:10 June 10

ସାଢେ 1ଟାରେ SRCଙ୍କ ପ୍ରେସମିଟ, ଲକଡାଉନ କୋହଳକୁ ନେଇ ରଖିପାରନ୍ତି ବିବୃତ୍ତି

ଭୁବନେଶ୍ବର: ଆଜି(ଗୁରୁବାର) ସାଢେ 1ଟାରେ SRC ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ କିଛି ଜିଲ୍ଲାରେ ଲକଡ଼ାଉନ କଟକଣା କୋହଳ ନେଇ ରଖିପାରନ୍ତି ବିବୃତ୍ତି ।  

ଗତ କିଛି ଦିନ ଧରି ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କମ ସଂକ୍ରମିତ ଜିଲ୍ଲାଗୁଡିକରେ ଲକଡାଉନ କଟକଣା କୋହଳ କରିବାକୁ ଯୋଜନା କରୁଛନ୍ତି । ତେବେ ମଧ୍ୟାହ୍ନ 1ଟା 30 ମିନିଟରେ SRC ପ୍ରଦୀପ ଜେନା ଏ ନେଇ ଘୋଷଣା କରିପାରନ୍ତି ।  

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 10, 2021, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.