ETV Bharat / city

ଟଳିଲା ବାତ୍ୟା ବିପଦ, ବର୍ଷା ନେଇ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ - ବର୍ଷା ନେଇ ଜିଲ୍ଲାପାଳଙ୍କୁ ଆଡ଼ଭାଇଜରୀ

ବାତ୍ୟାରୁ ତ୍ରାହି ପାଇଲା ଓଡିଶା। ଏବେ ଡର ପ୍ରବଳ ବର୍ଷାକୁ। ତେବେ ବୁଲବୁଲ ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ବର୍ଷା ହେବ । ସେଥିପ୍ରତି ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛ। ଅଧିକ ଖବର ପଢନ୍ତୁ...

ଟଳିଲା ବାତ୍ୟା ବିପଦ, ବର୍ଷା ନେଇ ଜିଲ୍ଲାପାଳଙ୍କୁ ଆଡ଼ଭାଇଜରୀ
author img

By

Published : Nov 6, 2019, 10:22 PM IST

ଭୁବନେଶ୍ବର:ବାତ୍ୟାରୁ ତ୍ରାହି ପାଇଲା ଓଡିଶା । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନରୁ ଏହା ଜଣାପଡିଛି । ଓଡ଼ିଶାରେ ବାତ୍ୟାର ପ୍ରକୋପ ରହିବ ନେଇ ପୂର୍ବରୁ ଆକଳନ କରିଥିଲା ଆଇଏମଡି। ଏପରିକି ପଶ୍ଚିମବଙ୍ଗ, ଓଡିଶା ସହିତ ବାଂଲାଦେଶ ସାମିଲ ରହିଥିଲା। ହେଲେ ଓଡ଼ିଶାର ନାମକୁ ବର୍ତ୍ତମାନ ଏହି ତାଲିକାରୁ ବାଦ୍ ଦିଆଯାଇଛି । ତେବେ ଏହାର ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ। ସେଥିପ୍ରତି ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

SRC Advisory
ଟଳିଲା ବାତ୍ୟା ବିପଦ
SRC Advisory
ଟଳିଲା ବାତ୍ୟା ବିପଦ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାତ୍ୟାର ବଳୟରୁ ହଟିଲା ଓଡିଶା। IMD ର ସଦ୍ୟତମ ବୁଲ୍ଲେଟିନରୁ ଏହା ଜଣାପଡିଛି। ଓଡ଼ିଶାରେ ବାତ୍ୟା ର ପ୍ରକୋପ ରହିବ ନେଇ ପୂର୍ବରୁ ଆକଳନ କରିଥିଲା । ଏପରିକି ପଶ୍ଚିମବଙ୍ଗ, ଓଡିଶା ସହିତ ବାଂଲାଦେଶ ରହିଥିଲା। ହେଲେ ଏବେ ଓଡ଼ିଶାର ନଂ ବାଡ଼ ଦିଆଯାଇଛି। ତେବେ ଏହାର ପ୍ରଭାବରେ ବର୍ଷ ହେବ। ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ବର୍ଷ ହେବ। ସେଥିପ୍ରତି ସଜାଗ ରହିବାକୁ ସବୁ ଜିଲ୍ଲାପାଳ ଙ୍କୁ କୁହାଯାଇଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.