ETV Bharat / city

ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ, ଯାଞ୍ଚ ପାଇଁ ନିର୍ଦ୍ଦେଶ - jewellary loot

ସୁନା ଠକାମୀର ଶିକାର ହେଉଛନ୍ତି ଗ୍ରାହକ। ଏନେଇ ଯାଞ୍ଚ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଜାଣନ୍ତୁ କେଉଁଠି କେଉଁଠି ହେବ ଯାଞ୍ଚ...

ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ,ବାଚସ୍ପତିଙ୍କ ଯାଞ୍ଚ ନିର୍ଦ୍ଦେଶ
author img

By

Published : Nov 20, 2019, 2:09 PM IST

Updated : Nov 20, 2019, 3:33 PM IST

ଭୁବନେଶ୍ବର: ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁର ଓ ଭୁବନେଶ୍ବରରେ ଥିବା ସୁନା ଦୋକାନୀଙ୍କ ହେବ ଯାଞ୍ଚ। ଅଧିକାଶଂ ସୁନା ଦୋକାନୀ ଲୋକଙ୍କୁ ଠକୁଥିବା ଘଟଣା ସାମ୍ନାକୁ ଆସିବାରୁ ସୁନା ଦୋକାନ ଉପରେ ଚଢାଉ କରିବାକୁ ବାଚସ୍ପତି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ,ବାଚସ୍ପତିଙ୍କ ଯାଞ୍ଚ ନିର୍ଦ୍ଦେଶ

ଏଥିସହ ସୁନା ଦୋକାନର ଓଜନ ମାପ ପରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସୁନା ଦୋକାନୀ ଓଜନ ମାପରେ କରୁଥିବା ହେରଫେର ଘଟଣାରେ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ।

ବିଶେଷ କରି କଟକ ଓ ବାଲେଶ୍ବର ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକଙ୍କୁ ଠକୁଛନ୍ତି ଦୋକାନୀ। ଏମଧ୍ୟରେ ବାଲେଶ୍ବରରେ 6ଟି, ଖୋର୍ଦ୍ଧାରେ 4ଟି, କଟକରେ 7ଟି ସୁନା ଦୋକାନ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ଭୁବନେଶ୍ୱର ଓ ବ୍ରହ୍ମପୁରରେ ଥିବା ସୁନା ଦୋକାନ ଉପରେ ଚଢ଼ାଉ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ। ସୁନା ଦୋକାନର ଓଜନ ମାପ ପରଖିବା ପାଇଁ ନିର୍ଦେଶ।
ସୁନା ଦୋକାନୀ ଲୋକଙ୍କୁ ଓଜନ ମାପରେ କରୁଛନ୍ତି ହେରଫେର।ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ।
କଟକ ଓ ବାଲେଶ୍ବର ସର୍ବାଧିକ ସୁନା ଦୋକାନି ଲୋକଙ୍କୁ ଠକୁଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକ ମାନଙ୍କୁ ଠକୁଛନ୍ତି ଦୋକାନି । ବାଲେଶ୍ୱରରେ 6 ଟି, ଖୋର୍ଦ୍ଧା ରେ 4 ଟି, କଟକରେ 7 ଟି ରହିଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ସୁନା ଦୋକାନଗୁଡିକ ଯାଞ୍ଚ ପାଈଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।Body:ବାଇଟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଖାଉଟି ମନ୍ତ୍ରୀ (ପ୍ରଶ୍ନକାଳ)Conclusion:
Last Updated : Nov 20, 2019, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.