ETV Bharat / city

ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ: ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନ ଆରମ୍ଭ - ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନ ଆରମ୍ଭ

author img

By

Published : Mar 30, 2022, 9:38 PM IST

ଭୁବନେଶ୍ବର : ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନ ଆରମ୍ଭ । ଉତ୍କଳ ଦିବସ ଉପଲକ୍ଷେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଦ୍ଵାରା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଗୀତ ଗୋବିନ୍ଦ ସଦନ ଠାରେ ରାଜ୍ୟ ଉତ୍କଳ ପ୍ରତିଭା ଓ ସିନେ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଏବଂ ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନର ଉଦଘାଟନ କରିଥିଲେ ।

ଉତ୍କଳ ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ବିଶ୍ୱକୁ ସବୁଜ ସୁନ୍ଦର କରିବା ଅଭିଯାନ ଆରମ୍ଭ

ଏହି ଅବସରରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ ଦିଆଯିବା ସହ ଉପହାର ଦେଇ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.