ETV Bharat / city

ଦ୍ବିତୀୟ ସ୍ବତନ୍ତ୍ର OJEE ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ, କାଲିଠୁ ଆବେଦନ ଆରମ୍ଭ

author img

By

Published : Jul 31, 2022, 10:07 PM IST

ଆସନ୍ତାକାଲିଠୁ ଦ୍ବିତୀୟ ସ୍ବତନ୍ତ୍ର OJEE ୨୦୨୨ ପରୀକ୍ଷା ପାଇଁ ଆବେଦନ ଆରମ୍ଭ । ଅଧିକ ପଢନ୍ତୁ

ଦ୍ବିତୀୟ ସ୍ବତନ୍ତ୍ର OJEE ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ, କାଲିଠୁ ଆବେଦନ ଆରମ୍ଭ
ଦ୍ବିତୀୟ ସ୍ବତନ୍ତ୍ର OJEE ୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ, କାଲିଠୁ ଆବେଦନ ଆରମ୍ଭ

ଭୁବନେଶ୍ବର: ଦ୍ବିତୀୟ ସ୍ବତନ୍ତ୍ର ଓଜେଇଇ ୨୦୨୨ (Special OJEE 2022 ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ଦ୍ବିତୀୟ ସପ୍ତାହରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ଠାରୁ କରିହେବ ଆବେଦନ ।

ଆବେଦନକାରୀ ଛାତ୍ରଛାତ୍ରୀ www.ojee.nic.in ୱେବସାଇଟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନରେ କରିହେବ ଆବେଦନ । CBT( କମ୍ପୁଟର ବେସଡ୍‌ ପରୀକ୍ଷା) ମୋଡ୍‌ରେ ହେବ ପରୀକ୍ଷା । ତେବେ ଏହି ବିଷୟ ଗୁଡିକ ହେଲା B.TECH, LE. TECH( DIPLOMA), LE. TECH (B.SC), MBA, MCA, B.PHARM, ଏବଂ M.PHARM ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.