ETV Bharat / city

ପୁଅ ବାହାଘର ପାଇଁ ବିଜେଡି ବିଧାୟକଙ୍କ ନିଆରା ନିମନ୍ତ୍ରଣ

author img

By

Published : Dec 5, 2020, 10:58 PM IST

ପୁଅ ବାହାଘର ପାଇଁ ବଡଚଣାର ବିଜେଡି ବିଧାୟକ ଅମର ଶତପଥୀଙ୍କ ନିଆରା ଢଙ୍ଗରେ ନିମନ୍ତ୍ରଣ । ଅଧିକ ପଢନ୍ତୁ...

Special marriage invitation by BJD MLA for son's marriage
ପୁଅ ବାହାଘର ପାଇଁ ବିଜେଡି ବିଧାୟକଙ୍କ ନିଆରା ନିମନ୍ତ୍ରଣ

ଭୁବନେଶ୍ବର: ରାତି ପାହିଲେ ପୁଅ ବାହାଘର ପାଇଁ ନିର୍ବନ୍ଧ। ବାହାଘର ପାଇଁ ବି ଚାଲିଛି ପ୍ରସ୍ତୁତି। ତେବେ ନିମନ୍ତ୍ରଣର ନିଆରା ଢଙ୍ଗକୁ ନେଇ ଚର୍ଚ୍ଚା।

କାର୍ଡ ବଦଳରେ ଚାଙ୍ଗୁଡ ସ୍ଥାନ ପାଇଛି। ଚାଙ୍ଗୁଡାରେ ଗୋଟେ ଗଛ ବି ରହିଛି । ଯେଉଁଠିକୁ ଯାଉଛନ୍ତି ଏଭଳି ବାହାଘରରେ ଯୋଗଦେବାକୁ ନିମନ୍ତ୍ରଣ କରୁଛନ୍ତି ବଡଚଣାର ବିଜେଡି ବିଧାୟକ ଅମର ଶତପଥୀ । ଏହାଦ୍ବାରା ପରିବେଶର ସୁରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି।

କେବଳ ସେତିକି ନୁହେଁ ନିଜ ଅଂଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚାଙ୍ଗୁଡା ବି କିଣିଛନ୍ତି। ଫଳରେ ସେମାନେ ବି ସ୍ୱାବଲମ୍ବୀ ହୋଇପାରିଛନ୍ତି। ବିଧାୟକଙ୍କ ଏଭଳି ନିଷ୍ପତ୍ତିକୁ ସବୁଠି ପ୍ରଶଂସା କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.