ETV Bharat / city

ମହାଷ୍ଟମୀରେ ମା'ଙ୍କ ପାଇଁ ସ୍ବତନ୍ତ୍ର ଭୋଗ ‘ଖେଚୁଡି’ - ଦୁର୍ଗାଷ୍ଟମୀରେ ଖେଚୁଡି ଭୋଗ

ଦୁର୍ଗାଷ୍ଟମୀ ଉପଲକ୍ଷେ ବମୀଖାଲ ପୂଜା ମଣ୍ଡପରେ ଖେଚୁଡି ଭୋଗ ।

ମା’ଙ୍କ ଅଷ୍ଟମୀରେ ସ୍ବତନ୍ତ୍ର ଭୋଗ ଖେଚୁଡି
author img

By

Published : Oct 6, 2019, 3:08 PM IST

Updated : Oct 6, 2019, 3:17 PM IST

ଭୁବନେଶ୍ବର: ଆଜି ମହାମାୟାଙ୍କ ମାହାଷ୍ଟମୀ । ମଣ୍ଡପରେ ଅଷ୍ଟମୀ ପୂଜା ପାଇବେ ଦେବୀ ଦୁର୍ଗତୀ ନାସିନୀ । ଉତ୍ସବ ମୁଖର ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ । ମା’ ଙ୍କ ଅଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ସ୍ବତନ୍ତ୍ର ପୂଜା କରାଯାଉଛି।

ମା’ଙ୍କ ଅଷ୍ଟମୀରେ ସ୍ବତନ୍ତ୍ର ଭୋଗ ଖେଚୁଡି

ବମୀଖାଲ ପୂଜା ମଣ୍ଡପରେ ଖେଚୁଡି ଭୋଗ କରାଯିବ । ଯାହାକୁ ସେବନ କରିବେ ପ୍ରାୟ ୩ ହଜାର ଭକ୍ତ। ଭକ୍ତଙ୍କୁ ମାଗଣାରେ ଦିଆଯିବ ମା’ଙ୍କ ଏହି ପ୍ରସାଦ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଅଷ୍ଟମୀରେ ସ୍ୱତନ୍ତ୍ର ଖେଚୋଡି ଭୋଗ।

ଆଜି ମା ଙ୍କ ମହାଷ୍ଟମୀ ପୂଜା। ଏହି ଅବସରରେ ଚଲଚଞ୍ଚଳ ରାଜଧାନୀର ପୂଜା ମଣ୍ଡପ। ମା ଙ୍କ ଅଷ୍ଟମୀ ରେ ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜା କରାଯାଉଛି। ବମୀଖାଲ ପୂଜା ମଣ୍ଡପରେ ଆଶ୍ୱାମି ରେ ଖେଚୋଡି ଭୋଗ କରାଯିବ । ଯାହା ପ୍ରାୟ ୩ ହଜାର ଭକ୍ତ ଙ୍କ ପାଇଁ ରଖାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ମାଗଣାରେ ଦିଆଯାଉଛି।

Body:

Conclusion:
Last Updated : Oct 6, 2019, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.