ETV Bharat / city

ରାଜଧାନୀରେ ଅପରାଧକୁ ନେଇ ଚିନ୍ତା, ବୈଠକ ଜରିଆରେ ପ୍ରସ୍ତୁତ ନୂଆ ପ୍ଲାନ

author img

By

Published : Feb 10, 2021, 5:47 PM IST

ବିଗତ କିଛି ଦିନ ଧରି ବିଭିନ୍ନ ଥାନା ଅଞ୍ଚଳରୁ ଆସୁଥିବା ଛିନତାଇ ,ରବରି,ଚୋରି,ଡକାୟତି ରିପୋର୍ଟର ପ୍ରସ୍ତୁତ ହୋଇଛି ଏକ ତାଲିକା । ଯାହାକୁ ଆଧାର କରି କିଭଳି ରୋକାଯାଇପାରି କଣ ହୋଇପାରିବ ଆକ୍ସନ ପ୍ଲାନ। ଅଧିକ ପଢନ୍ତୁ...

ରାଜଧାନୀରେ ଅପରାଧକୁ ନେଇ ଚିନ୍ତା,ବୈଠକ ଜରିଆରେ ପ୍ରସ୍ତୁତ ନୁଆ ପ୍ଲାନ

ଭୁବନେଶ୍ବର: ଚିହ୍ନଟ ହେଲେ ହାର୍ଡକୋର କ୍ରିମିନାଲ। ଅଭ୍ୟାସଗତ ଅପରାଧିକଙ୍କ ପ୍ରସ୍ତୁତ ହେଲା ତାଲିକା। କେଉଁ କ୍ରିମିନାଲଙ୍କ କେଉଁ ପ୍ରକାରର କ୍ରାଇମ ତରିକା। ଏଭଳି ପ୍ରତି ଥାନା ଅଞ୍ଚଳରୁ ୧୦୦ ଲେଖାଁଏ ଅପରାଧିଙ୍କୁ ଚିହ୍ନଟ କରାଯାଇଛି। ଯାହାର ରିଭ୍ୟୁ କରିଛନ୍ତି ଭୁବନେଶ୍ବର ଡିସିପି ।

ବିଗତ କିଛି ଦିନ ଧରି ବିଭିନ୍ନ ଥାନା ଅଞ୍ଚଳରୁ ଆସୁଥିବା ଛିନତାଇ, ଲୁଟ, ଚୋରି, ଡକାୟତି ରିପୋର୍ଟର ପ୍ରସ୍ତୁତ ହୋଇଛି ଏକ ତାଲିକା । ଯାହାକୁ ଆଧାର କରି କିଭଳି ରୋକାଯାଇ କଣ ହୋଇପାରିବ ଆକ୍ସନ ପ୍ଲାନ। ସେନେଇ ସବୁ ଥାନାର ବଛା ବଛା ସବ ଇନସ୍ପେକ୍ଟର ଡିସିପି ଅଫିସରେ ଦେଇଛନ୍ତି ମାଷ୍ଟର ପ୍ଲାନ।

ଏନେଇ ସବୁ ଥାନାରୁ ଯାଇଥିବା ଜଣେ ଲେଖାଏଁ ଏସଆଇ ଏନେଇ ସେମାନଙ୍କ ମତ ରଖିଛନ୍ତି। ଏଥିପାଇଁ କିଭଳି ଏପରି ରିପୋର୍ଟ ଆସୁଥିବା ଅଭିଯୋଗକୁ ତୁରନ୍ତ ତଦନ୍ତ ସହ ସାଇଣ୍ଟଫିକ ଓ ଫରେନସିକ ମେଥଡ଼ରେ ଅପରାଧି ପାଖରେ ପହଁଞ୍ଚିବ ସେନେଇ ରିଭ୍ୟୁ କରାଯାଇଛି।

ଡିସିପି ନିଜେ ଓ ଆଡିସିନାଲ ଡିସିପି ଏନେଇ ଏକ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ଯାହା ଜରିଆରେ ବିଗତ ଦିନରେ ହେଉଥିବା କ୍ରାଇମ କ୍ରିମିନାଲ ଉପରେ କିପରି ନଜର ରଖାଯାଇପାରିବ। ଏହାସହ ସହରବାସୀଙ୍କୁ କିପରି ଏସବୁଠୁ ଆଶ୍ବସ୍ତି ମିଳିବ ସେନେଇ ଫୋକସ ଦିଆଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.