ETV Bharat / city

ଖୋଲିବ ହଷ୍ଟେଲ, ଜାରି ହେଲା SOP - ସ୍କୁଲ ଖୋଲା ନେଇ ଏସଓପି

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୬ ତାରିଖରୁ ହଷ୍ଟେଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

ଖୋଲିବ ହଷ୍ଟେଲ, ଜାରି ହେଲା ଏସଓପି
ଖୋଲିବ ହଷ୍ଟେଲ, ଜାରି ହେଲା ଏସଓପି
author img

By

Published : Jul 21, 2021, 5:23 PM IST

ଭୁବନେଶ୍ବର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୬ ତାରିଖରୁ ହଷ୍ଟେଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଖୋଲିବ ହଷ୍ଟେଲ, ଜାରି ହେଲା ଏସଓପି
ଖୋଲିବ ହଷ୍ଟେଲ, ଜାରି ହେଲା ଏସଓପି
ହଷ୍ଟେଲ ଆସିବାକୁ ଅଭିଭାବକ ମାନଙ୍କ ଅନୁମତି ଆବଶ୍ୟକ । ହଷ୍ଟେଲରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତା ସହ ଶୌଚାଳୟ ଓ ମେସ୍ ନିୟମିତ ବିଶୋଧନ କରିବାକୁ କୁହାଯାଇଛି । ଏହାସହ ହଷ୍ଟେଲରେ ଏକ ଆଇସୋଲେସନ ଗୃହ କରିବାକୁ କୁହାଯାଇଛି । ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହେବ ।

ଭୁବେନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.