ETV Bharat / city

ସାବଧାନ, ଦ୍ବିତୀୟ ଥର ହୋଇପାରେ କୋଭିଡ ସଂକ୍ରମଣ - covid19 latest news

80 ପ୍ରତିଶତ ଲୋକଙ୍କ ଦେହରେ ଲକ୍ଷଣ ଦେଖାଯାଏ ନାହିଁ । ହୋମ ଆଇସଲେସନରେ ରହିବା ବେଳେ ସମସ୍ତ ନିୟମକୁ ଭଲଭାବରେ ମାନିବା ମାନିବା ଉଚିତ । କୋଭିଡ ଦ୍ବିତୀୟ ଥର ମଧ୍ୟ ହୋଇପାରେ ଏଥିପ୍ରତି ବହୁତ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅଧିକ ପଢନ୍ତୁ...

ସାବଧାନ, ଦ୍ବିତୀୟ ଥର ହୋଇପାରେ କୋଭିଡ ସଂକ୍ରମଣ

author img

By

Published : Sep 19, 2020, 9:08 PM IST

ଭୁବନେଶ୍ବର: ସାବଧାନ, ଦ୍ବିତୀୟ ଥର ହୋଇପାରେ କୋଭିଡ ସଂକ୍ରମଣ । 80 ପ୍ରତିଶତ ଲୋକଙ୍କ ଦେହରେ ଲକ୍ଷଣ ଦେଖାଯାଏ ନାହିଁ । ଥରେ କୋରୋନା ଆକ୍ରାନ୍ତ ହୋଇଥିଲେ ପୁଣି ଥରେ ହୋଇପାରେ କୋଭିଡ ।

ସାବଧାନ, ଦ୍ବିତୀୟ ଥର ହୋଇପାରେ କୋଭିଡ ସଂକ୍ରମଣ

ଯେଉଁ ମାନଙ୍କର ଲକ୍ଷଣ ବେଶି ଦେଖାଯାଉଛି ସେମାନେ ପରୀକ୍ଷା କରିବା ଉଚିତ । ଯେଉଁ ମାନଙ୍କର ଇମ୍ୟୁନିଟି କମ ରହିଛି ସେମାନେ ପରୀକ୍ଷା କରିବା ଆବଶ୍ୟକ। ଯେହେତୁ ରୋଗ ବଢୁଛି ତେବେ ଟେଷ୍ଟ କରିବା ଆବଶ୍ୟକ। ଏନେଇ ହୋମ ଆଇସଲେସନର ଗୁରୁତ୍ବ ବଢିଯାଉଛି। ବାହାରକୁ ବାହାରିଲେ ମାସ୍କ ପିନ୍ଧାଯାଉଛି ହେଲେ ଘରେ ଲୋକଙ୍କୁ ବଞ୍ଚାଇବାକୁ ହେଲେ ମାସ୍କ ପିନ୍ଧିବା ଆବଶ୍ୟକ। ପ୍ରତିଟି ଜିନିଷକୁ ଭଲ ଭାବରେ ଧୋଇବା ଉଚିତ। ସମସ୍ତ ପିନ୍ଧିଥିବା ଡ୍ରେସ 20 ସେକେଣ୍ଡ ସାବୁନ ପାଣି ରେ ବୁଡାଇ ରଖିବା ଉଚିତ। ତାପରେ ସଫା କରିବା ଆବଶ୍ୟକ । ଭାଇରସ ଟି 17 ଦିନଭିତରେ କମିଯାଏ । ହୋମ ଆଇସଲେସନରେ ରହିବା ବେଳେ ସମସ୍ତ ନିୟମକୁ ଭଲଭାବରେ ମାନିବା ଉଚିତ। କୋଭିଡ ଦ୍ବିତୀୟ ଧର ମଧ୍ୟ ହୋଇପାରେ ଏଥିପ୍ରତି ବହୁତ ସତର୍କତା ଅବଲମ୍ବନ କରିବାକୁ ପଡିବ।

ଜଣେ ଲୋକ ଯଦି ସୁସ୍ଥ ହେଲା ପରେ କିଛି ଲକ୍ଷଣ ଅନୁଭବ କରୁଛି ଯେପରିକି କୋଭିଡ ଶରୀରରେ ଅସୁସ୍ଥତା ରହୁଛି । ଭୋକ ମରିଯାଉଛି, ଟେଷ୍ଟ କମିଯାଉଛି। ବହୁତ ଚାନ୍ସ ଅଛି ଦ୍ବିତୀୟ ଭାଇରସ ଆସିବାର। ତେଣୁ ପୁଷ୍ଟିକର ଖାଦ୍ୟ ଖାଇବା, ଭିଟାମିନ ମେଡ଼ିସିନ ଖାଇବା, ଛେନା ଆମିଷ ଖାଇବା ଆବଶ୍ୟକ । ଯୋଗ ବ୍ୟାୟାମ କରିବା ଆବଶ୍ୟକ । ପ୍ଲାଜାମା ଦାନ ଦ୍ବାରା ଭଲ କରିବାରେ 1 ମାସ ପରେ ପ୍ଲାଜାମା ଦେଇପାରିବେ । ପ୍ଲାଜାମା ହେଉଛି କୋଭିଡ ଆଣ୍ଟିବାଡି ପ୍ରସ୍ତୁତ ହୋଇଯାଇଛି । ଜଣେ ଲୋକ ଥରେ ପ୍ଲାଜାମା ଦେଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.