ETV Bharat / city

ସାବୁନ ମାଧ୍ୟମରେ ‘ମୋ ଭୋଟ ମୋ ଅଧିକାର’ର ବାର୍ତ୍ତା - appeal

ଏଲ.ଈଶ୍ୱର ରାଓ ଏବେ ପୁଣି ଚର୍ଚ୍ଚାରେ । ଶୁକ୍ରବାର ସେ ମୋ ଭୋଟ ମୋ ଅଧିକାରର ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଏକ ସାବୁନରେ 8 ସେଣ୍ଟିମିଟରର ମୂର୍ତ୍ତି ତିଆରି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 30, 2019, 3:16 PM IST

ଭୁବନେଶ୍ବର: ଆଗକୁ ଆସୁଛି ନିର୍ବାଚନ, ଆଉ ନିର୍ବାଚନକୁ ନେଇ ଲୋକଙ୍କ ଭିତରେ ବି ଦେଖିବାକୁ ମିଳୁଛି ଉତ୍ସାହ । ତେବେ ଏକ ନିଆରା ଢଙ୍ଗରେ ‘ମୋ ଭୋଟ ମୋ ଅଧିକାର’ର ବାର୍ତ୍ତାବାଣ୍ଟୁଛନ୍ତି ଏକ ଏଲ.ଈଶ୍ୱରରାଓ । ତେବେ ସେ ସାବୁନରେ ବିଭିନ୍ନ କଳାକୃତି ତିଆରି କରି ବେଶ୍ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରର ଏଲ.ଈଶ୍ୱର ରାଓ ଏବେ ପୁଣି ଚର୍ଚ୍ଚାରେ । ଶୁକ୍ରବାର ସେ ମୋ ଭୋଟ ମୋ ଅଧିକାରର ବାର୍ତ୍ତାଲୋକଙ୍କୁ ଦେବା ପାଇଁ ପୁଣି ଏକ ଅଭିନବ ପ୍ରୟାସ କରିଛନ୍ତି । ଶନିବାର ସେ ଏକ ସାବୁନରେ 8 ସେଣ୍ଟିମିଟରର ମୂର୍ତ୍ତି ତିଆରି କରିଛନ୍ତି । ଏଥିସହ ନିଜର କଳା ମାଧ୍ୟମରେ ବର୍ତ୍ତମାନର ଯୁବପିଢ଼ିଙ୍କୁ ଭୋଟ ଦେଇ ହକ୍ର ସରକାର ବାଛିବା ପାଇଁ ସଚେତନା ବାର୍ତ୍ତାବାଣ୍ଟୁଛନ୍ତି । ତେବେ ଏହିଭଳି ଉପାୟରେ ନିଜର ଭୋଟ ଦେଇ ମତ ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି ଏଲ ଈଶ୍ୱରରାଓ ।

ତେବେ ଏହି ମୂର୍ତ୍ତି ତିଆରି କରିବା ପାଇଁ ଗୋଟିଏ ଦିନର ସମୟ ଲାଗିଥିଲା ବୋଲି କହିଛନ୍ତି ଏଲ.ଈଶ୍ୱର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

29.03.2019
Radhakanta Mohanty, Kendrapada (AVB)
Slug-Vigilance Arrested Tahasil Clerk
Anchor-କେନ୍ଦ୍ରାପଡ଼ା ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲର କିରାଣୀ ଲିଙ୍ଗରାଜ ମହାପାତ୍ର।ଅଭିଯୋଗ ଅନୁସାରେ ପଟ୍ଟାମୁଣ୍ଡାଇ ବାଘତଇଳା ଗ୍ରାମର ନିରଞ୍ଜନ ପାତ୍ର ତିନୋଟି ମ୍ୟୁଟେସନ କେଶ ପାଇଁ ଆବେଦନ କରିଥିଲେ।ଏହି ମ୍ୟୁଟେସନ କେଶର ଫାଇଲରେ ତହସିଲଦାର ଦସ୍ତଖତ କରିଥିଲେ ମଧ୍ୟ ଏହି କାଗଜକୁ ଦେବାପାଇଁ ଅଭିଯୁକ୍ତ କିରାଣୀ ଲିଙ୍ଗରାଜ ମହାପାତ୍ର ତାଙ୍କ ଠାରୁ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏମିତିକି ନିରଞ୍ଜନଙ୍କୁ ବିବାହ କରିବା ପାଇଁ କିଛି ଦରକାର ବୋଲି ବୁଲେଇବଙ୍କେଇ କହିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ପୁର୍ବରୁ ମ୍ୟୁଟେସନ ପାଇଁ ନିରଞ୍ଜନ ଉଭୟ ଲିଙ୍ଗରାଜ ଓ ଷ୍ଟୋରକିପରକୁ ଶତାଧିକ ଟଙ୍କା ଦେଇଥିବାବେଳେ ଏଥର କେନ୍ଦ୍ରାପଡ଼ା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଆଜି ପୂର୍ବାହ୍ନରେ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ଏକ ଟିମ ଲିଙ୍ଗରାଜ ଟଙ୍କା ନେଉଥିବା ସମୟରେ କାବୁ କରିଥିଲେ।ପରେ ତାଙ୍କ ନିକଟରୁ ଦୁଇଟି ୫୦୦ ଟଙ୍କିଆ ନୋଟ ଜବତ ହୋଇଥିବା ବେଳେ ତାଙ୍କ ହାତରୁ ଟଙ୍କାରେ ଦିଆଯାଇଥିବା କେମିକାଲରୁ ନାଲି ରଙ୍ଗ ବାହାରିଥିଲା।କେନ୍ଦ୍ରାପଡ଼ା ଭିଜିଲାନ୍ସ ଏନେଇ ୭/୨୦୧୯ ରେ ଏକ ମାମଲା ରୁଜ୍ଜୁ କରିବା ସହିତ ଲିଙ୍ଗରାଜଙ୍କର ପୈତୃକ ବାସଭବନ ଜଗତସିଂହପୁର ଜିଲ୍ଲାର ଇଚ୍ଛାପୁର ଓ ପଟ୍ଟାମୁଣ୍ଡାଇସ୍ଥିତ ତାଙ୍କର ସରକାରୀ ବାସଭବନରେ ତଦନ୍ତ ଚଳାଇଛି।ପୁର୍ବରୁ ଏହି କିରାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଓ ଏହି ଗିରଫ ସମ୍ପର୍କିତ ତଥ୍ୟ ଭିଜିଲାନ୍ସ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡ଼ିଏସପି।
ବାଇଟ-ନିରଞ୍ଜନ ପାତ୍ର(ଅଭିଯୋଗକାରୀ)
ବାଇଟ-ସୁରେନ୍ଦ୍ରନାଥ ରାୟଗୁରୁ(ଭିଜିଲାନ୍ସ ଡ଼ିଏସପି, କେନ୍ଦ୍ରାପଡା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.