ETV Bharat / city

ରଜରେ ଅଭାବୀଙ୍କ ମୁହଁରେ ହସ ଫୁଟାଇଲା ସ୍ମାଇଲ ପ୍ଲିଜ ଅନୁଷ୍ଠାନ - ସ୍ମାଇଲ ପ୍ଲିଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ କାର୍ଯ୍ୟ

ରଜ ପର୍ବରେ ଅଭାବୀଙ୍କୁ ସାହାଯ୍ୟ ଏବଂ ସହଯୋଗ କଲା ସ୍ମାଇଲ ପ୍ଲିଜ ଅନୁଷ୍ଠାନ । ଅଧିକ ପଢନ୍ତୁ...

ରଜରେ ଅଭାବୀଙ୍କ ମୁହଁରେ ହସ ଫୁଟାଇଲା ସ୍ମାଇଲ ପ୍ଲିଜ ଅନୁଷ୍ଠାନ

author img

By

Published : Jun 15, 2021, 8:15 AM IST

ଭୁବନେଶ୍ବର: ଓଡିଶାର ଗଣ ପର୍ବ ମଧ୍ୟରେ ଅନ୍ୟତମ ରଜ ପର୍ବ । ହେଲେ କୋରୋନା ପାଇଁ ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ଟିକେ ଫିକା ପଡିଯାଇଛି । ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଯେଉଁମାନେ କୋଭିଡ ହେତୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ମାଇଲ ପ୍ଲିଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସହଯୋଗର ହାତ ବଢାଯାଇଛି ।

ରଜରେ ଅଭାବୀଙ୍କ ମୁହଁରେ ହସ ଫୁଟାଇଲା ସ୍ମାଇଲ ପ୍ଲିଜ ଅନୁଷ୍ଠାନ

କୋରୋନା ପାଇଁ ପ୍ରଭାବିତ ହେଉଥିବା ନିରାଶ୍ରୟ, ଦିବ୍ୟାଙ୍ଗ, ଅନାଥ ଆଶ୍ରମ, ବିଏମସି କୋଭିଡ ସେଲଟର ଘରେ ଥିବା ଲୋକ, ଗରିବ ଆଶ୍ରୟ ଗୃହ, ବନ୍ଦୀମାନଙ୍କ ଆଶ୍ରୟସ୍ଥଳୀ ଓ ବିଭିନ୍ନ ଦୃଷ୍ଟିହୀନ ଲୋକଙ୍କୁ ରଜ ପିଠା ରଜ ପାନ, ଶୁଖିଲା ଖାଦ୍ୟ, ରାସନ ସହିତ ଆରିସା ପିଠା ଲୋକଙ୍କ ନିକଟରେ ପହଞ୍ଚାଇଥିଲା ଏହି ଅନୁଷ୍ଠାନ । ଯାହାକୁ ପାଇ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ସଜବାଜରେ ମଧ୍ୟ ଆଶ୍ରୟସ୍ଥଳୀରେ ରଜ ପିଠା ବାଣ୍ଟିଥିଲା ଅନୁଷ୍ଠାନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.