ETV Bharat / city

ସ୍ମାର୍ଟସିଟିରେ ସ୍ବଚ୍ଛତା ବାର୍ତା ବାଣ୍ଟିବେ ସ୍ବଛସାଥୀ - ସ୍ବଚ୍ଛସାଥୀ

ଭୁବନେଶ୍ବରକୁ ସ୍ବଚ୍ଛ ସୁନ୍ଦର କରିବା ପାଇଁ ସ୍ବଚ୍ଛତା ବାର୍ତା ବାଣ୍ଟିବେ ସ୍ବଚ୍ଛ ସାଥୀ। ବିଏମସିର ନିଆରା ଉଦ୍ୟମ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Dec 2, 2019, 11:47 PM IST

ଭୁବନେଶ୍ବର: ଏମସିସି ପାଇଁ ଏସଏଚଜିଙ୍କ ପୂର୍ବ ପ୍ରସ୍ତୁତି । ଏଣିକି ବିଏମସି ପକ୍ଷରୁ ପ୍ରସ୍ତାବିତ ଏମସିସିରେ ପରିଚାଳନା କରିବେ ସ୍ବଚ୍ଛ ସାଥୀ । ରାଜଧାନୀ ଭୁବନେଶ୍ବରରେ ଘରେଘରେ ସ୍ବଚ୍ଛତା ବାର୍ତ୍ତା ପହଞ୍ଚାଇବେ ସ୍ବଚ୍ଛ ସାଥୀ । ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିଜର ଭୂମିକା ନେଇ ଦକ୍ଷିଣ-ପୂର୍ବ ଜୋନର ୨୦ ଟି ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୮୦ ଜଣ ସ୍ବଚ୍ଛ ସାଥୀଙ୍କୁ ବିଏମସି ପକ୍ଷରୁ ତାଲିମ ଦିଆଯାଇଛି।

ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପ୍ରସ୍ତାବିତ ମଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ, ପୃଥୀକୀକରଣ ଏବଂ ବ୍ୟାପକ ଗୋଷ୍ଠୀ ଭିତ୍ତିକ ପରିଚାଳନା ପାଇଁ ଗୁରୁଦାୟିତ୍ବ ନେବେ ଏସଏଚଜି ସଦସ୍ୟା। ବିଜ୍ଞାନ ସମ୍ମତ ବର୍ଜ୍ୟବସ୍ତୁ ପରିଚାଳନାକୁ ଏମସିସି ମାଧ୍ୟମରେ କରିବାର ପ୍ରୟାସ ଜାରି ରହିଥିବା ବେଳେ ବିଏମସି ପକ୍ଷରୁ ଆୟୋଜିତ ହୋଇଛି ସ୍ବଚ୍ଛ ସାଥୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରେ ସ୍ବଚ୍ଛ ସାଥୀ ସ୍ବଚ୍ଛତା ବାର୍ତା ନେଇ ଘରେଘରେ ବିଭିନ୍ନ ଅନୁଷ୍ଠାନରେ ପହଞ୍ଚାଇବେ। ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ ବର୍ଜ୍ୟବସ୍ତୁକୁ ଏମସିସିକୁ ନେବା ପାଇଁ ସମସ୍ତ ସହାୟତା କରିବେ। ପ୍ରତି ଏସଏଚଜିରୁ ଚାରି ଜଣ ଦକ୍ଷ ସ୍ବଚ୍ଛ ସାଥୀଙ୍କୁ ଏନେଇ ଆଜି ବିଏମସି ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ କହିଛନ୍ତି।

ଏହାସହ ବିଏମସି ପକ୍ଷରୁ ପ୍ରାୟ ୨୫୦ ଜଣ ସ୍ବଚ୍ଛ ସାଥୀ କାର୍ଯ୍ୟ କରିବେ। ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀରୁ ୪ ଜଣ ଲେଖାଏଁ ସ୍ଵଛ ସାଥୀ, ବିଏମସି ସ୍ବଚ୍ଛତା ଉପରେ କାର୍ଯ୍ୟ କରିବେ । ପ୍ରତି ସ୍ବଚ୍ଛ ସାଥୀଙ୍କୁ ପାରିଶ୍ରମିକ ଭାବେ ୪ ହଜାର ବିଏମସି ପକ୍ଷରୁ ପ୍ରଦାନ କରାଯିବ। ଅବଶିଷ୍ଠ ଗୋଷ୍ଠୀର ଅନ୍ୟ ସଦସ୍ୟା କମ୍ପୋଷ୍ଟ ବିକ୍ରି କରିବେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟିରେ ସ୍ୱଚ୍ଛତା ବାର୍ତା ବାଣ୍ଟିବେ ସ୍ୱଚ୍ଛ ସାଥୀ।

Body:ଏମସିସି ପାଇଁ ଏସଏଚଜୀଙ୍କ ପୂର୍ବ ପ୍ରସ୍ତୁତି।ଏଣିକି ବିଏମସି ପକ୍ଷରୁ ପ୍ରସ୍ତାବିତ ଏମସିସିରେ ପରିଚାଳନା କରିବେ ସ୍ୱଚ୍ଛ ସାଥୀ।ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ସ୍ୱଚ୍ଛତା ବାର୍ତା ପହଞ୍ଚାଇବେ ସ୍ୱଚ୍ଛ ସାଥି।ସାଧାରଣ ଲୋକଙ୍କୁ ସଚେତନ କରେଇବା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିଜର ଭୂମିକା ନେଇ ଦକ୍ଷିଣ ପୁର୍ବ ଯୋନର ୨୦ ଟି ସ୍ୱୟଂ ସହାୟକ ଗୋଷ୍ଠିର ପ୍ରାୟ ୮୦ ଜଣ ସ୍ୱଚ୍ଛ ସାଥିଙ୍କୁ ବିଏମସି ପକ୍ଷରୁ ତାଲିମ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପ୍ରସ୍ତାବିତ ମଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ,ପୃଥକୀକରଣ ଏବଂ ବ୍ୟାପକ ଗୋଷ୍ଟିଭିତିକ ପରିଚାଳନା ପାଇଁ ଗୁରୁଦାୟିତ୍ୱ ନେବେ ଏସଏଚଜି ସଦସ୍ୟା।ବିଜ୍ଞାନ ସମ୍ମତ ବର୍ଯ୍ୟ ପରିଚାଳନାକୁ ଏମସିସି ମାଧ୍ୟମରେ କରିବାର ପ୍ରୟାସ ଜାରିରହିଥିବା ବେଳେ ବିଏମସି ପକ୍ଷରୁ ଆୟୋଜିତ ହୋଇଛି ସ୍ୱଚ୍ଛ ସାଥୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର।

ଭୁବନେଶ୍ୱର ରେ ସ୍ୱଚ୍ଛ ସାଥି ସ୍ୱଚ୍ଛତା ବାର୍ତା ନେଇ ଘରେ ଘରେ ବିଭିନ୍ନ ଅନୁଷ୍ଠାନରେ ପହଞ୍ଚାଇବେ।ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ସାଧାରଣ ଲୋକଙ୍କୁ ସଚେତନ କରେଇବା ସହ ବର୍ଜ୍ୟବସ୍ତୁକୁ ଏମସିସିକୁ ନେବା ପାଇଁ ସମସ୍ତ ସହାୟତା କରିବେ।ପ୍ରତି ଏସଏଚଜି ରୁ ଚାରି ଜଣ ଦକ୍ଷ ସ୍ୱଚ୍ଛ ସାଥୀ ଙ୍କୁ ଏନେଇ ଆଜି ବିଏମସି ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ କହିଛନ୍ତି।

ବିଏମସି ପକ୍ଷରୁ ପ୍ରାୟ ୨୫୦ ସ୍ୱଚ୍ଛ ସାଥୀ କାର୍ଯ୍ୟ କରିବେ।ପ୍ରତି ସ୍ୱୟଂ ସହାୟକ ଗୋଷ୍ଟିରୁ ୪ ଜଣ ଲେଖାଏଁ ସ୍ଵଛ ସାଥି ,ବିଏମସି ସ୍ୱଚ୍ଛତା ଉପରେ କାର୍ଯ୍ୟ କରିବେ।ପ୍ରତି ସ୍ୱଚ୍ଛ ସାଥୀଙ୍କୁ ପାରିଶ୍ରମିକ ଭାବେ ୪ ହଜାର ବିଏମସି ପକ୍ଷରୁ ପ୍ରଦାନ କରାଯିବ।ଅବଶିଷ୍ଠ ଗୋଷ୍ଠିର ଅନ୍ୟ ସଦସ୍ୟା ମାନେ କମ୍ପୋଷ୍ଟ ବିକ୍ରିର କରିବେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.