ETV Bharat / city

ସହରାଞ୍ଚଳ ପରିବହନ ବ୍ୟବସ୍ଥା ପାଇଁ ପୁରସ୍କୃତ ହେଲା ସ୍ମାର୍ଟସିଟି - ଦି ଇକୋନମିକ ଟାଇମ୍ସ ଇନ୍‌ଫ୍ରା ଫୋକସ୍ ଆୱାର୍ଡ

ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ ଭୁବନେଶ୍ଵର ସ୍କାର୍ଟସିଟିକୁ ପୁରସ୍କାର । ଦି ଇକୋନୋମିକ ଟାଇମ୍ସ ଇନ୍‌ଫ୍ରା ଫୋକସ୍ ଆୱାର୍ଡ(economic times infra focus award ) ପାଇଛି ବିଏମସି । ଅଧିକ ପଢନ୍ତୁ

ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ ସ୍କାର୍ଟସିଟିକୁ ପୁରସ୍କାର

author img

By

Published : Sep 28, 2022, 5:04 PM IST

ଭୁବନେଶ୍ବର: ସହରର ପରିବହନ ବ୍ୟବସ୍ଥାକୁ ନେଇ ସ୍ମାର୍ଟସିଟି ପୁରସ୍କୃତ । ବିଏମସି ପାଇଛି ଦି ଇକୋନୋମିକ ଟାଇମ୍ସ ଇନ୍‌ଫ୍ରା ଫୋକସ୍ ଆୱାର୍ଡ(Economic times infra focus award )। ଦି ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ସ୍କାର୍ଟସିଟି ଏହି ପୁରସ୍କାର ପାଇଛି।

ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ ସ୍କାର୍ଟସିଟିକୁ ପୁରସ୍କାର
ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ ସ୍କାର୍ଟସିଟିକୁ ପୁରସ୍କାର

ତେବେ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ମାର୍ଟସିଟି ଏହି ସମ୍ମାନ ପାଇଛି । ନୀତି ଆୟୋଗ ଉପଦେଷ୍ଟା ତଥା ପୁରସ୍କାର ମନୋନୟନ କମିଟି ମୁଖ୍ୟ ସୁଧେନ୍ଦୁ ଜେ. ସିହ୍ନା ସ୍ମାର୍ଟସିଟି ଭୁବନେଶ୍ବରକୁ ଏହି ପୁରସ୍କାର ପ୍ରଦାନ ନେଇ ମନୋନୀତ କରିଥିଲେ । ଏନେଇ ପରି ଦି ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହଙ୍କୁ ଜଣାଇଥଲେ । ଏହି ପୁରସ୍କାରକୁ ସ୍ମାର୍ଟ ସିଟିର ପ୍ରୋଜେକ୍ଟ ଡାଇରେକ୍ଟର କମଲଜିତ ଦାସ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିଲେ । ଏହାକୁ ନେଇ ବିଏମସିର ପରିବହନର ବିକାଶ ଆଉ ପାଦେ ଆଗକୁ ଆଗେଇଛି।

ଏହା ବି ପଢନ୍ତୁ- ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହେବ ୮ ଲେନ୍‌

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.