ETV Bharat / city

କୁନି ଭକ୍ତଙ୍କ କୁନି ରଥ - Corona

କୋରୋନା କଟକଣା ଯୋଗୁଁ ପୁରୀ ରଥଯାତ୍ରାରୁ ବଞ୍ଚିତ ହେବା ନେଇ ନିଜ ଘରେ ଭୁବନେଶ୍ୱରର କୁନି ଶିଳ୍ପୀ ସିଦ୍ଧାର୍ଥ ତିଆରି କରିଛନ୍ତି କୁନି ରଥ । ଅଧିକ ପଢନ୍ତୁ...

କୁନି ଭକ୍ତଙ୍କ କୁନି ରଥ
କୁନି ଭକ୍ତଙ୍କ କୁନି ରଥ
author img

By

Published : Jul 12, 2021, 7:27 AM IST

Updated : Jul 12, 2021, 3:09 PM IST

ଭୁବନେଶ୍ବର: କୋଭିଡ କଟକଣା ପାଇଁ ଭକ୍ତଙ୍କୁ ରଥଯାତ୍ରା ମନା, ଜଗା ଦର୍ଶନରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଭକ୍ତ । ରଥ ଟାଣିବାକୁ ଯେହେତୁ ପୁରୀ ଯାଇପାରିବେନି ଘରେ ତିଆରି କରିଛନ୍ତି ମିନି ରଥ ଭୁବନେଶ୍ୱରର ସିଦ୍ଧାର୍ଥ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଛି କୋରୋନା । କୋଭିଡ କଟକଣା ପାଇଁ ଭକ୍ତଙ୍କୁ ରଥଯାତ୍ରା ମନା, ଜଗା ଦର୍ଶନରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଭକ୍ତ । ସେ ରଥ ହେଉ କି ଠାକୁରଙ୍କ ଚାପ ଖେଳ ପାଇଁ ସିଦ୍ଧାର୍ଥ ତିଆରି ହୋଇଛି ଥାର୍ମୋକଲ୍ ଓ ପଟାରେ ତିଆରି କରିଛନ୍ତି ଡଙ୍ଗା ।

କୁନି ଭକ୍ତଙ୍କ କୁନି ରଥ

ଭୁବନେଶ୍ୱରର କୁନି ଶିଳ୍ପୀ ସିଦ୍ଧାର୍ଥ ଘରେ ରଥ ଯାତ୍ରା ପାଇଁ ଘରେ ଚାଲିଛି ୭ ଫୁଟର ପ୍ରସ୍ତୁତି କରିଛନ୍ତି । ତିନି ଠାକୁରଙ୍କ ପାଇଁ ତିନି ରଥ । ଭୁବନେଶ୍ଵର ୟୁନିଟ୍ ୮ରେ ସିଦ୍ଧାର୍ଥଙ୍କ ଘର, ବାପା ଶ୍ରୀଧର ନାଥ ଜଣେ ସରକାରୀ କର୍ମଚାରୀ । ଆଇସକ୍ରିମ ଷ୍ଟିକ୍, ତାର, ସୂତାକାଠ, ପ୍ଲାଏ ସାହାର୍ଯ୍ୟରେ ତିଆରି ହେଇଛି ତିନି ଠାକୁରଙ୍କ ରଥ ।

ସେପଟେ ରଥ ପାଇଁ ତିଆରି ହେଇଛି ଥର୍ମୋକୋଲରେ ତିଆରି ଘୋଡ଼ା, ସାରଥୀ, ଓଲଟ ଶୁଆ, ଓ ଦୁଆର ଘଡା । ସିଦ୍ଧାର୍ଥଙ୍କ ଛୋଟ ଦିନୁ ରହିଛି ଜଗନ୍ନାଥଙ୍କ ପ୍ରତି ପଗ୍ରାଢ ଭକ୍ତି । ଭଗବାନଙ୍କ ସମସ୍ତ ରୀତିନୀତି ସହିତ ସମସ୍ତ ପୂଜା ଅର୍ଚ୍ଚନା କରନ୍ତି ସିଦ୍ଧାର୍ଥ । ଅକ୍ଷୟ ତୃତୀୟା ପରଠୁ ଆରମ୍ଭ ହେଇଛି ରଥ କାମ ପୁରୀରେ ଯେପରି ରଥ ତିଆରି ହୁଏ ସେହି ଢାଞ୍ଚାରେ ଚାଲିଛି କାମ । ରଥ ତିଆରି ପାଇଁ ପରିବାର ଲୋକଙ୍କ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 12, 2021, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.