ETV Bharat / city

କାର୍ଯ୍ୟରେ ଅବହେଳା ପାଇଁ 3 ଓଜେଏସ ବହିଷ୍କୃତ

କର୍ତ୍ତ୍ୟବରେ ଅବହେଳା ଯୋଗୁଁ ପୁଣି ଲାଗିଛି ବାବୁଙ୍କୁ ଛାଟ । କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। 3 ଓଜେଏସ ବହିଷ୍କୃତ ଅଧିକାରୀଙ୍କୁ କରିଛନ୍ତି ନିଲମ୍ବିତ ।

ଫାଇଲ ଫଟୋ
author img

By

Published : Nov 1, 2019, 3:52 AM IST

ଭୁବନେଶ୍ବର:ସରକାରୀ ଅଧିକାରୀଙ୍କ ଉପରେ ଜାରି ରହିଛି ଚୋଟ। ଲଗାତାର ଭାବରେ କର୍ତ୍ତବ୍ୟ ରେ ଅବହେଳା ହେଉ କିମ୍ବା ଦୁର୍ନୀତି, ଅନିୟମିତତା ଘଟଣା ହେଉ ଅଫିସର ଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସରକାର।

ଗୁରୁବାର ପ୍ରଥମ ଥର ପାଇଁ 3 ଲିଗଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏମାନେ ହେଲେ APP ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର, ବଂଶୀଧର ଦାସ। ଏମାନଙ୍କୁ ଟର୍ମିନେଟ କରାଯାଇଛି। ଆଇନ ବିଭାଗ ଏବେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସରକାରୀ ଅଧିକାରୀଙ୍କ ଉପରେ ଜାରି ରହିଛି ଚୋଟ। ଲଗାତାର ଭାବରେ କର୍ତ୍ତବ୍ୟ ରେ ଅବହେଳା ହେଉ କିମ୍ବା ଦୁର୍ନୀତି, ଅନିୟମିତତା ଘଟଣା ହେଉ ଅଫିସର ଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସରକାର। ଆଜି ପ୍ରଥମ ଥର ପାଇଁ 3 ଲିଗଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏମାନେ ହେଲେ APP ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର, ବଂଶୀଧର ଦାସ। ଏମାନଙ୍କୁ ଟର୍ମିନେଟ କରାଯାଇଛି। ଆଇନ ବିଭାଗ ଏବେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.