ETV Bharat / city

ରାଜ୍ୟ PCCF ମୁଖ୍ୟ ହେଲେ ଶିଶିର କୁମାର ରଥ

ରାଜ୍ୟ ଜଙ୍ଗଲ ସୁରକ୍ଷା ବିଭାଗ(PCCF)ର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଶିଶିର କୁମାର ରଥ । ଅଧିକ ପଢନ୍ତୁ...

author img

By

Published : Mar 17, 2021, 4:30 PM IST

Updated : Mar 17, 2021, 4:54 PM IST

ରାଜ୍ୟ PCCF ମୁଖ୍ୟ ହେଲେ ଶିଶିର କୁମାର ରାଠୋ
ରାଜ୍ୟ PCCF ମୁଖ୍ୟ ହେଲେ ଶିଶିର କୁମାର ରାଠୋ

ଭୁବନେଶ୍ବର: ରାଜ୍ୟ ଜଙ୍ଗଲ ସୁରକ୍ଷା ବିଭାଗ(PCCF)ର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଶିଶିର କୁମାର ରଥ । ଶିଶିରଙ୍କୁ ରାଜ୍ୟ ଜଙ୍ଗଲ ସୁରକ୍ଷା ବିଭାଗର ମୁଖ୍ୟ ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ PCCF ମୁଖ୍ୟ ହେଲେ ଶିଶିର କୁମାର ରାଠୋ
ରାଜ୍ୟ PCCF ମୁଖ୍ୟ ହେଲେ ଶିଶିର କୁମାର ରାଠୋ

1987 ବ୍ୟାଚ୍‌ ଓଡିଶା କ୍ୟାଡରର ଆଇଏଫଏସ ଅଧିକାରୀ ରଥ ଏବେ ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି । ଗତବର୍ଷ ଶିଶିର ରଥଙ୍କୁ ଜାତୀୟ ପ୍ରାଧିକରଣ CAMPA (କ୍ଷତିପୂରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 17, 2021, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.