ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟ ନିଆଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପି ଟିମ । ଏ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛି ବିିଜେପି । ଏହାର ଜବାବ ଟ୍ବିଟରେ ଦେଇଛି ବିଜେଡି । ସେପଟେ ରାଜ୍ୟ ସରକାର ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିବା ଟ୍ବିଟରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ଓ ବିଧାୟକ ।
-
Odisha Govt alongwith its Task Force is working tirelessly 24x7 to control and eliminate the fire in Simlipal. The BJD volunteers on ground and working in tandem to douse the fire. Thousands of Forest Officials, ODRAF Personnel, Fire Services are at work. #BJDWithSimilipal
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) March 10, 2021 " class="align-text-top noRightClick twitterSection" data="
">Odisha Govt alongwith its Task Force is working tirelessly 24x7 to control and eliminate the fire in Simlipal. The BJD volunteers on ground and working in tandem to douse the fire. Thousands of Forest Officials, ODRAF Personnel, Fire Services are at work. #BJDWithSimilipal
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) March 10, 2021Odisha Govt alongwith its Task Force is working tirelessly 24x7 to control and eliminate the fire in Simlipal. The BJD volunteers on ground and working in tandem to douse the fire. Thousands of Forest Officials, ODRAF Personnel, Fire Services are at work. #BJDWithSimilipal
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) March 10, 2021
ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳୀ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ବିଟ କରିଛନ୍ତି । ରାଜ୍ୟରେ ନିଆଁ ଲିଭା କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଓଡିଶା ସରକାର 24 ଘଣ୍ଟା ନିରନ୍ତର ଭାବରେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେରେ ବିଜେଡି କାର୍ଯ୍ୟକର୍ତ୍ତା ସାମିଲ ହେଉଛନ୍ତି । ହଜାର ସଂଖ୍ୟରେ ବନବିଭାଗ କର୍ମଚାରୀ, ଓଡ୍ରାଫ ସହ ଦମକଳ ବାହୀନି ନିୟୋଜିତ କରାଯାଇଛି ।
-
ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ। ଏହାର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ କାମ କରିବା। ଆମ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା। #BJDWithSimilipal pic.twitter.com/4SddUgwmVi
— Pranab Prakash Das (@pranabpdas) March 10, 2021 " class="align-text-top noRightClick twitterSection" data="
">ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ। ଏହାର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ କାମ କରିବା। ଆମ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା। #BJDWithSimilipal pic.twitter.com/4SddUgwmVi
— Pranab Prakash Das (@pranabpdas) March 10, 2021ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ। ଏହାର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ କାମ କରିବା। ଆମ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା। #BJDWithSimilipal pic.twitter.com/4SddUgwmVi
— Pranab Prakash Das (@pranabpdas) March 10, 2021
ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ । ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ । ଏହାର ସୁରକ୍ଷା ପାଇଁ ସମସ୍ତେ ଏକ ହୋଇ କାମ କରିବା ଏବଂ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା ନେଇ କହିଛନ୍ତି ।
-
I appreciate the efforts of all BJD Volunteers who have been working relentlessly to save Similipal - a symbol of pride for Odisha.
— Sujeet Kumar (@SujeetKOfficial) March 10, 2021 " class="align-text-top noRightClick twitterSection" data="
I also appeal everyone cutting across the party lines, to join the efforts. Let's fight this menace together & show our unity.#BJDWithSimilipal pic.twitter.com/s7l9YedTAa
">I appreciate the efforts of all BJD Volunteers who have been working relentlessly to save Similipal - a symbol of pride for Odisha.
— Sujeet Kumar (@SujeetKOfficial) March 10, 2021
I also appeal everyone cutting across the party lines, to join the efforts. Let's fight this menace together & show our unity.#BJDWithSimilipal pic.twitter.com/s7l9YedTAaI appreciate the efforts of all BJD Volunteers who have been working relentlessly to save Similipal - a symbol of pride for Odisha.
— Sujeet Kumar (@SujeetKOfficial) March 10, 2021
I also appeal everyone cutting across the party lines, to join the efforts. Let's fight this menace together & show our unity.#BJDWithSimilipal pic.twitter.com/s7l9YedTAa
ରାଜ୍ୟସଭା ସାଂସଦ ମମତା ମହନ୍ତ ନିଜେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ତଦାରଖ କରୁଛନ୍ତି ବୋଲି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରିଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଜିତ କୁମାର ଶିମିଳିପାଳର ନିଆଁ ଲିଭା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ବିଜେଡି କର୍ମକର୍ତ୍ତାଙ୍କୁ ପ୍ରଂଶସା କରିଛନ୍ତି । ସମସ୍ତେ ଦଳ ମତ ନିର୍ବିଶେଷରୁ ବାହାରି ଆସନ୍ତୁ ଏ ଭଳି ସମୟରେ ଏକତ୍ର ଭାବରେ କାର୍ଯ୍ୟ କରିବା ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ